Masthead

ବିହାରରେ ଜେଡିୟୁ କ୍ଲିନ ବୋଲ୍ଡ ହେବ : ଚିରାଗ ପାସୱାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏଲଜେପି ସୁପ୍ରିମୋ ଚିରାଗ ପାସୱାନ ଇଣ୍ଡିଆ ମେଣ୍ଟକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ପୋଷାକ ପରି ଦଳ ପରିବର୍ତ୍ତନ କରୁଛନ୍ତି ନୀତିଶ । ଶନିବାର ବିହାରର ଔରଙ୍ଗାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଚିରାଗ ପାସୱାନ ନିତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି । ନୀତିଶ ଇଣ୍ଡିଆ ମେଣ୍ଟରେ ଯୋଗଦେବା ନେଇ ଚିରାଗ କହିଛନ୍ତି ସେ ପୋଷାକ ପରି ଦଳ ପରିବର୍ତ୍ତନ କରୁଛନ୍ତି। ତାଙ୍କର କିଛି ମଧ୍ୟ ନୀତି ନିୟମ ନାହିଁ।

ଇଣ୍ଡିଆ ମେଣ୍ଟରେ ଥିବା ନୀତୀଶ ଏବେ ଏନଡିଏ ଆଡକୁ ଚାହିଁଛନ୍ତି। ଏହା ତାଙ୍କର ଅଭ୍ୟାସ । ମାତ୍ର ଏଭଳି ଅଭ୍ୟାସ ଆଉ ବେଶୀ ଦିନ ଚାଳିବ ନାହିଁ। ଜନସାଧାରଣ ତାଙ୍କୁ ୨୦୨୪ର ଲୋକସଭା ନିର୍ବାଚନ ଏବଂ ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ଉଚିତ ଶିକ୍ଷା ଦେବେ। ତାଙ୍କର ଭୁଲ ରାଜନୀତି ଯୋଗୁ ଆଜି ଜେଡିୟୁ ବିହାରର ତୃତୀୟ ଦଳ ହୋଇ ରହିଛି। ଆଗାମୀ ଦିନରେ ବିହାରରେ ଶୂନରେ ଜେଡିୟୁ କ୍ଲିନ ବୋଲ୍ଡ ହେବ। ୧୩ କୋଟି ବିହାର ବାସୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଚିନ୍ତିତ ନୁହନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ