Masthead

ନିର୍ଯାତିତ ନାବାଳିକା ଉଦ୍ଧାର

ଯାଜପୁର(ବଡ ଖବର ବ୍ୟୁରୋ); ଶିଶୁ ସୁରକ୍ଷା ୟୁନିଟ ଶନିବାର ଦିନ ନିର୍ଯ୍ୟାତିତ ନାବାଳିକାକୁ ପରିବାରଠାରୁ ଉଦ୍ଧାର କରିଛି । ଗତମାସ ୨୨ ରେ ନାବାଳିକା ଝିଅ ନିଖୋଜ ହୋଇଥିବାନେଇ ଥାନାରେ ଏତଲା ଦିଆଯାଇଥିଲା । ସେଥିରେ ତାଙ୍କଝିଅକୁ କେହି ଉଠାଇନେଇଥିବା ନେଇ ଉଲ୍ଲେଖ କରାଯାଇଥିଲା । କିଛିଦିନ ଜିବାପରେ ଝିଅ ଘରକୁ ଫେରିଆସିବାପରେ ତାଙ୍କ ଘରଲୋକ ଝିଅକୁ ନିର୍ଯାତନାଦେଉଥିବାନେଇ କେହିଜଣେ ବ୍ୟକ୍ତି ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗକରିବା ସହ ଶିଶୁସୁରକ୍ଷା କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ କମିଶନରଙ୍କ ନିର୍ଦ୍ଧେଶକ୍ରମେ ଶନିବାରଦିନ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ନିରଞ୍ଜନ ଅଧିକାରୀ , ମିହିର ଜେନା ଓ ଯାଜପୁର ଥାନା ଅଧିକାରୀଙ୍କ ସହ ମନଳିତ ସହଯୋଗରେ ନା ବାଳିକାକୁ ଉଦ୍ଧାରକରି ଶିଶୁମଙ୍ଗଳକାରି କମିଟିକୁ ହସ୍ତାନ୍ତର କରିବାପରେ ତାକୁ ସ୍ୱଧାର ଗୃହରେ ରଖାଯାିଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା