Masthead

ବିପନ୍ନଙ୍କ ପାଖରେ ବଡ଼ ଖବର

ପୁଇଁନ୍ତଳା(ବଡ଼ ଖବର ବ୍ୟୁରୋ): ଅଗ୍ନିବିପନ୍ନ ପରିବାରକୁ ସହାୟତାର ହାତ ବଢାଇଲା ବଡ଼ ଖବର । ଗତ ୨୭ ତାରିଖରେ ଭାଲେର ଗ୍ରାମର ଲବ ରାଉତଙ୍କ ଘରେ ନିଆଁ ଲାଗି ଦୁଇ ବଖରା ସହ ଏକ ବାଇକ୍ ପୋଡି ଛାରଖାର ହୋଇଥିଲା । ଲବ ଜଣେ ଗରିବ ବ୍ୟକ୍ତି । ସ୍ତ୍ରୀ, ଦୁଇ ପୁଅ ବୋହୂ, ନାତି ନାତୁଣୀଙ୍କୁ ନେଇ ତାଙ୍କ ସଂସାର । ଘର ପୋଡି ଯିବା ପରେ ସେ ଅସୁବିଧାରେ ଚଳୁଥିଲେ । କେହି ତାଙ୍କୁ ସହଯୋଗ କରିନଥିଲେ । ଏପରିକି ସରକାରଙ୍କ ପକ୍ଷରୁ ମଧ୍ୟ ସହଯୋଗ ମିଳିନଥିଲା । ତାଙ୍କ ଦୁôଖ ସହି ନପାରି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକ ବଡ଼ ଖବର ପ୍ରତିନିଧି ରାଧେଶ୍ୟାମ ହାତୀ ବଢାଇଥିଲେ ସହଯୋଗର ହାତ । ମାନବ ସେବାକୁ ମାଧବ ସେବା ମନେକରିି ଲବଙ୍କ ଘରେ ପହଁଚି ନିଜ ସାମର୍ଥ୍ୟ ଅନୁସାରେ ଚାଉଳ, ଡାଲି, ଚିନି, ଚୁଡା ସହ ବସ୍ତ୍ର ପ୍ରଦାନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ