Masthead

୩ ବର୍ଷ ୭ ମାସ ପରେ ଗିରଫ ହେଲେ ଜଳେଶ୍ୱର ପୂର୍ବତନ ଆଇଆଇସି

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଜଳେଶ୍ଵର ପୂର୍ବତନ ଆଇ ଆଇ ସି ଧନେଶ୍ୱର ସାହୁ ଗିରଫ । କଟକ ସ୍ଥିତ ବାସଭବନରୁ ଗିରଫ କଲା କଟକ କ୍ରାଇମବ୍ରାଞ୍ଚ । ୨୦୨୦ ରେ ବ୍ରାଉନ ସୁଗାର ବେପାରୀଙ୍କ ସହ ଲିପ୍ତ ରହି ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବାର ଅଡିଓ ହୋଇଥିଲା ଭାଇରାଲ୍ । ଅଡିଓ ଭାଇରାଲ୍ ପରେ ଚାକିରିରୁ ନିଲମ୍ବିତ ପରଠାରୁ ଥିଲେ ଫେରାର ଆଇଆଇ ସି ଧନେଶ୍ଵର ସାହୁ । ୩ ବର୍ଷ ୭ ମାସ ପରେ ଗିରଫ ହେଲେ ଧନେଶ୍ଵର ସାହୁ । କଟକ ସ୍ଥିତ ନରସିଂହପୁର ବାସ ଭାବନରୁ ଗିରଫ ହେଲେ ଜଳେଶ୍ଵର ଥାନା ପୂର୍ବତନ ଆଇ ଆଇ ସି ଧନେଶ୍ୱର ସାହୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ