Masthead

ବିପଦକୁ ଆମନ୍ତ୍ରଣ

ଜଟଣୀ(ବଡ଼ ଖବର ବ୍ୟୁରୋ): ବିପଦକୁ ଅଣଦେଖା କରି ଜଟଣୀ ସୀତାରାମ ଛକରେ ଚାଲିଛି ପରିବା ବେପାର। ନିଜ ଜୀବନକୁ ବାଜି ଲଗାଇ ପରିବା ବିକୁଛନ୍ତି ବ୍ୟବସାୟୀ । ଗ୍ରାହକମାନେ ମଧ୍ୟ ପରିବା କିଣୁଛନ୍ତି। କେତେବେଳେ କାହା ଜୀବନ ବ୍ରିଜ ପାଇଁ ଯିବ ତାହାଜଣା ନାହିଁ । ୨୦୧୫ ରୁ ଆରମ୍ଭ ହୋଇଥିବା ଫ୍ଲାଏ ଓଭର ବ୍ରିଜ କାର୍ଯ୍ୟ ଏପର୍ଯ୍ୟନ୍ତ ସରିପାରିନି । ଏହି ଅର୍ଦ୍ଧ ନିର୍ମାଣ ଥିବା ବ୍ରିଜର ବ୍ୟବହୃତ ଲୁହା ପ୍ଲେଟ କିମ୍ବା ରଡ଼ ଖସି ଯଦି ବ୍ୟବସାୟୀ କିମ୍ବା ଗ୍ରାହକଙ୍କ ଉପରେ ପଡେ ତେବେ ମୃତ୍ୟୁ ନିଶ୍ଚିତ । ମାନବାଧିକାର କର୍ମୀ ସଂଜୀବ ସେଠଙ୍କ କହିବାନୁଯାୟୀ ଜଟଣୀର ଖାଲି ସ୍ଥାନକୁ ବ୍ୟବସାୟୀମାନଙ୍କୁ ସ୍ଥାନାନ୍ତରିତ କଲେ କ୍ରେତା ଓ ବିକ୍ରେତାଙ୍କ ଜୀବନ ସୁରକ୍ଷିତ ରହିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ