Masthead

ସରକାର କଲେ ଶବର ଅପରେସନ୍: ଜୟନାରାୟଣ ମିଶ୍ର

ବଡ଼ ଖବର(ଭୁବନେଶ୍ୱର ବ୍ୟୁରୋ): ପ୍ରତ୍ୟେକ ହତ୍ୟାର ଗୋଟେ କାରଣ ଓ ଉଦ୍ଦେଶ୍ୟ ଥାଏ । କୌଣସି ହତ୍ୟା ବିନା କାରଣରେ ହୁଏନି ।
୨୯ ତାରିଖରେ ନବ ଦାସଙ୍କ ହତ୍ୟାକାଣ୍ଡ ଜଣେ ପୋଲିସ ଅଧିକାରୀଙ୍କ ଦ୍ଵାରା ହେଲା । କିନ୍ତୁ ଅନେକ ରହସ୍ୟ ଏଥିରେ ରହୁଛି । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ନାଟକୀୟ ଢଂଗରେ ତାଙ୍କୁ ଭୁବନେଶ୍ୱର ଅଣାଗଲା । ସେଠିକାର ଏସପି ସେହି ସମୟରେ କାହା ସହ କଥା ହେଉଥିଲେ? କାହା ନିର୍ଦ୍ଦେଶରେ ଭୁବନେଶ୍ୱର ନବଙ୍କୁ ଅଣା ଗଲା, ତାହା ତଦନ୍ତ ହେବା କଥା । ଯଦି ବଞ୍ଚିଥିଲେ, ଝାରସୁଗୁଡାରେ କାହିଁକି ତାଙ୍କୁ ରକ୍ତ ଆଉ ସଲାଇନ ଦିଆଗଲା ନାହିଁ । ଭୁବନେଶ୍ୱରରେ ଆପୋଲ ହସ୍ପିଟାଲରେ ହୋଇଥିବା ଇସିଇଜି ରିପୋର୍ଟକୁ ସାର୍ବଜନୀନ କରାଯାଉ। ମୃତ ବ୍ୟକ୍ତିର ଅସ୍ତ୍ରୋପଚାର ହେଲା ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ମୃତ ନବ ଦାସଙ୍କୁ ଆଇସିୟୁରେ ଭର୍ତ୍ତି କରାଗଲା । ମୃତ୍ୟୁର ସମୟକୁ ଗଡେଇ ଦିଆଗଲା। ଗୋପାଳ ପାଗଳ ବୋଲି ପ୍ରଥମରୁ ପୋଲିସ କାହିଁକି ବାରମ୍ବାର କହିଲା ବୋଲି ବିରୋଧୀ ଦଳ ନେତା  ପ୍ରଶ୍ନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା