ଓଆରଇଏଟି ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ପ୍ରଥମ ପଟ୍ଟନାୟକ ବଡ଼ ଖବରରାଜ୍ୟ By Bada Khabar Bureau Last updated Jul 2, 2023 Share FacebookTwitterWhatsAppEmailTelegramPrint ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଆରଇଏଟି ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ପ୍ରଥମ ପଟ୍ଟନାୟକ । ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ପ୍ରଥମ ପଟ୍ଟନାୟକ । ଓଆରଇଏଟିର ନୂଆ ଚେୟାରପର୍ସନ ଭାବେ ଯୋଗ ଦେଇଛନ୍ତି । Share