Before Header

ଜଷ୍ଟିସ ସୁନୀତା ଅଗ୍ରୱାଲ ମହିଳା ମୁଖ୍ୟ ବିଚାରପତି

0 134

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜଷ୍ଟିସ ସୁନୀତା ଅଗ୍ରୱାଲ ହେଲେ ଦେଶର ମହିଳା ମୁଖ୍ୟ ବିଚାରପତି । ଗୁଜୁରାଟ ଉଚ୍ଚ ନ୍ୟାୟଳୟର ବିଚାରପତି ଭାବେ ରବିବାର ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ ସୁନୀତା ଅଗ୍ରୱାଲ । ସୁନିତାଙ୍କ ପୂର୍ବରୁ ବିଚାରପତି ସୋନିଆ ଗୋକନି ଗୁଜୁରାଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବାର ଗୌରବ ଅର୍ଜନ କରିଥିଲେ ।

Leave A Reply

Your email address will not be published.