Masthead

କନ୍ଧମାଳରେ ଶୁଭାରମ୍ଭ ହେଲା ‘ବଡ଼ ଖବର’ ଦିବସ

କନ୍ଧମାଳ (ବଡ଼ ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲା ଫୁଲବାଣୀ ରେ ‘ବଡ଼ ଖବର’ ହେଲ୍ପ ଅଭିଯାନ ଆରମ୍ଭ କରିଛି ଟିମ୍ ‘ବଡ଼ ଖବର’ । ଆଜି ଜିଲ୍ଲାର ଫୁଲବାଣୀ ସମେତ ସମସ୍ତ କୋଣ ଅନୁକୋଣରେ ଏହି ଅଭିଯାନକୁ ଆରମ୍ଭ କରାଯାଇଛି। ସ୍ଥାନୀୟ ମଦିକୁନ୍ଦା ଛକ ଠାରୁ ଆରମ୍ଭ କରି ପ୍ରେସ କ୍ଲବ ଠାରେ ‘ବଡ଼ ଖବର’ ର ଏକ ସଭା ପ୍ରତିନିଧି ହିମାଂଶୁ ଶେଖର ବେହେରା ଆୟୋଜନ କରି ‘ବଡ଼ ଖବର’ ପାଇଁ ସାହଯ୍ୟ କାମନା କରିଥିଲେ ।

ଫୁଲବାଣୀରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ନିଜର ମତ ରଖିଥିଲେ । ଆଜିର ଯୁଗରେ ସମ୍ବାଦିକତାକୁ ସୀମିତ କରି ସାଲିସ୍ ମଧ୍ୟ ଚାଲିଛି । ସାମ୍ବାଦିକ ନିରପେକ୍ଷ ଓ ଲୋକଙ୍କ ସ୍ୱାର୍ଥକୁ ନେଇ ଉପସ୍ଥାପନ କରିବା ଦରକାର ବୋଲି ଗଣମାତମ ପ୍ରତିନିଧିମାନେ ମତ ଦେଇଥିଲେ । ‘ବଡ଼ ଖବର’ ଅଭିଯାନରେ ସାହାଯ୍ୟ ଓ ସାମିଲ ହେବା ପାଇଁ ଅନେକ ସ୍ଥାନରେ ଲୋକେ ଭଲ ସମର୍ଥନ ମଧ୍ୟ ଜଣାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ