Before Header

ଚାଷୀଙ୍କ ଅଭିନବ ପ୍ରତିବାଦ

0 127

ବରଗଡ଼ (ବଡ଼ ଖବର ବ୍ୟୁରୋ): ପନିପରିବା ଅଭାବୀ ବିକ୍ରୀକୁ ନେଇ ଚାଷୀ ମାନଙ୍କ ଅଭିନବ ପ୍ରତିବାଦ । ରାଜ ରାସ୍ତାରେ ଫ୍ରିରେ ଲୋକଙ୍କୁ ବାଣ୍ଟିଲେ ପରିବା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼‐ରାୟପୁର ୫୩ ନମ୍ବର ରାଜରାସ୍ତାରେ । ପନିପରିବାର ମୂଲ୍ୟ କମିଯାଇଥିବାରୁ ଦୂର୍ଦ୍ଦିନରେ ଅଛନ୍ତି ଚାଷୀ ।

ପ୍ରତିବାଦ ସ୍ବରୁପ ବିନା ମୂଲ୍ୟରେ ରାସ୍ତାରେ ଯାଉଥିବା ଲୋକଙ୍କୁ ପନିପରିବା ବାଣ୍ଟୁଥିବା ଦେଖିବାକୁ ମିଳିଛି । ବରଗଡ଼ ଜିଲ୍ଲାର ଶହଶହ ଚାଷୀ ଏଥିରେ ସାମିଲ ଅଛନ୍ତି ।

Leave A Reply

Your email address will not be published.