ମୁମ୍ବାଇ (ବଡ଼ ଖବର ବ୍ୟୁରୋ): କଙ୍ଗନା ରାନାୱତ ବଲିଉଡର ଟପ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ସେ ଯାହାବି କରନ୍ତି ହେଡଲାଇନ୍ ହୋଇଯାଏ । କଙ୍ଗନା ଟ୍ୱିଟ୍ କରି କହିଛନ୍ତି ଯେ ସେ ଏକ ବିଶାଳ ମନ୍ଦିର ନିର୍ମାଣ କରିବାକୁ ଚାହୁଁଛନ୍ତି। କଙ୍ଗନା ଏକ ଟୁଇଟ୍ରେ ଲେଖିଛନ୍ତି- ‘ମା ଦୁର୍ଗା ମୋତେ ଏକ ମହାନ ମନ୍ଦିର ନିର୍ମାଣ କରିବାକୁ ବାଛିଛନ୍ତି ।
Maa Durga chose me to build her temple, what our ancestors built for us it is not a patch on their achievements Devi is very kind to accept this humble abode but someday I wish to build a temple that will match up to her glory and our great civilisation. Jai Mata di. pic.twitter.com/KuWxItSSCE
— Kangana Ranaut (@KanganaTeam) December 10, 2020
ଯାହା ଆମ ପୂର୍ବପୁରୁଷମାନେ ଆମ ପାଇଁ ନିର୍ମାଣ କରିଥିଲେ। ଚଳଚ୍ଚିତ୍ର ବ୍ୟତୀତ ସାମାଜିକ-ରାଜନୌତିକ ପ୍ରସଙ୍ଗରେ ଖୋଲାଖୋଲି ଭାବେ ନିଜର ମତାମତ ଦେଇ କଙ୍ଗନା ମଧ୍ୟ ଆଲୋଚନାରେ ଶିକାର ହୋଇଛନ୍ତି । ଅନେକ ଥର ମଧ୍ୟ ଟ୍ୱିଟ୍ ହେତୁ ତାଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି । ସେ ଏହି ସମାଲୋଚନାକୁ କେବେ ଡ଼ରିନାହାନ୍ତି ।