Masthead

କାର୍ଗିଲ ବିକାଶକୁ ନେଇ ବିରୋଧୀଙ୍କ ପାଖେ କୌଣସି ମୁଦ୍ଦା ନାହିଁ: ଜାମିଆଙ୍ଗ ସେରିଙ୍ଗ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆସନ୍ତା ମାସରେ ଅର୍ଥାତ୍ ସେପ୍ଟେମ୍ବରରେ କାର୍ଗିଲ ହିଲ ବିକାଶ ପରିଷଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ବିଜେପି ସାଂସଦ ଜାମିଆଙ୍ଗ ସେରିଙ୍ଗ ନାମଗାଲ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । । ସେ କହିଛନ୍ତି ଯେ କାର୍ଗିଲ ନିର୍ବାଚନରେ ସେମାନଙ୍କର କøଣସି ମୁଦ୍ଦା ନାହିଁ। ସେମାନେ ବିକାଶ ଉପରେ କଥାବାର୍ତ୍ତା କରିପାରିବେ ନାହିଁ । ସେମାନେ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି କିନ୍ତୁ ଜନସାଧାରଣ ସବୁ ଜାଣିଛନ୍ତି ।

ବିଜେପି ସାଂସଦ ଗଣମାଧ୍ୟମକୁ କହିଛନ୍ତି, “ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଗିଲର ଲୋକମାନେ ଏହି ଦୁଇ ଦଳ (ନ୍ୟାସନାଲ କନଫରେନ୍ସ ଏବଂ କଂଗ୍ରେସ) କୁ ସୁଯୋଗ ଦେଇଛନ୍ତି। କ’ଣ ଏମାନେ କାର୍ଗିଲରୁ ଦୁର୍ନୀତିମୁକ୍ତ କରିପାରିଲେ ? କାର୍ଗିଲବାସୀଙ୍କୁ ଖୁସି ଜୀବନ ଦେଇପାରିଲେ? ବିଦ୍ୟୁତ୍, ଜଳ ଏବଂ ରାସ୍ତା ଯୋଗାଇ ପାରିଲେ କି? ନାଁ କିଛି କରିପାରିଲେ ନାହିଁ । ତେବେ ଏମାନଙ୍କ ପାଖରେ ବିକାଶକୁ ନେଇ କୌଣସି ମୁଦ୍ଦା ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ