Masthead

ଭଙ୍ଗାଘରେ ବିତୁଛି ଚାରିପ୍ରାଣୀଙ୍କ ଜୀବନ

କେସିଙ୍ଗା(ବଡ଼ ଖବର ବ୍ୟୁରୋ): କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତ ଗୈାଡ଼ ତୁଳା ଗାଁର ଦୟାନିଧି ସାହୁ । ତାଙ୍କ ପରିବାର କହିଲେ ସ୍ତ୍ରୀ, ବିଧବା ଝିଅ ଓ ନାତୁଣୀ । ଗାଁ ପାଖରେ ରାତ୍ର ଜଗୁଆଳି ଭାବରେ କାମ କରି ପରିବାର ଚଳାନ୍ତି ଦୟାନିଧି । ଦୀର୍ଘ ୧୫ବର୍ଷ ହେଲା ସେ ଭାଙ୍ଗିଯାଇଥିବା ଘରକୁ ମରାମତି କରିପାରୁ ନାହାନ୍ତି । ଘରର କାନ୍ଥ ଭାଙ୍ଗି ଆଁ କରିଛି । କେତେବେଳେ ଭୁଶୁଡ଼ି ପଡ଼ିବ କହିବା ଅସମ୍ଭବ। ତଥାପି ସେହି ଭଙ୍ଗା ଘରେ ଜୀବନ ବିତାଉଛନ୍ତି ତାଙ୍କ ପରିବାର । ଘର ଖଣ୍ଡେ ପାଇଁ ସେ ବହୁବାର ସରପଞ୍ଚ ଓ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମାତ୍ର ଆଜି ପର୍ୟ୍ୟନ୍ତ ତାଙ୍କୁ ତରଫରୁ ଘର ଖଣ୍ଡେ ମିଳିଲା ନାହିଁ । ଏସିସି ତାଲିକାରେ ତାଙ୍କ ନାଁ ନଥିବାରୁ ସେ ଘର ପାଇନାହାନ୍ତି ବୋଲି ସ୍ଥାନୀୟ ସରପଞ୍ଚ କହୁଛନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା