Masthead

ମେଡିକାଲ ପରୀକ୍ଷାରେ ପୁଷ୍ପାଞ୍ଜଳିଙ୍କ କୃତିତ୍ୱ

ହାଟଡ଼ିହି, (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ହାଟଡ଼ିହି ପଞ୍ଚାୟତ ଗୋପ ଗାଁ ର ଝିଅ ପୁଷ୍ପାଞ୍ଜଳି । ବୟସ ତାର ୨୦ । ଚଳିତ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଆଣିଛନ୍ତି କୃତିତ୍ତ୍ୱ । ଶେଷଦେଵ ପରିଡାଙ୍କ ଝିଅ ପୁଷ୍ପାଞ୍ଜଳି ପରିଡ଼ା ଚଳିତ ବର୍ଷର ମେଡିକାଲ ପ୍ରବେସିକା ପରୀକ୍ଷା ୭୨୦ ରୁ ୬୪୦ ମାର୍କ ରଖି ହାଟଡ଼ିହି ଅଞ୍ଚଳ ପୁଅଙ୍କୁ ପଛରେ ପକାଇଛନ୍ତି। ସେ ଆଗକୁ ଜଣେ ଭଲ ଡାକ୍ତର ହୋଇ ଗାଁ ଗହଳି ସାଧାରଣ ଜନସଧାରଣଙ୍କର ସେବା କରିବା ସହ କିପରି ଜଣେ ଭଲ ଡାକ୍ତର ହେବେ ମନସ୍ତ କରିଛନ୍ତି। ତାଙ୍କର ଏହି କୃତୀ ପାଇଁ ସେ ପ୍ରତ୍ୟେହ ନଅ ରୁ ଦଶ ଘଣ୍ଟା ପରିଶ୍ରମ କରିଥାନ୍ତି। ସେ ଏହି କୃତିର ଶ୍ରେୟ ପିତା ମାତାଙ୍କ ସହ ଗୁରୁଜୀ ଓ ଗୁରୁଜନମାନଙ୍କୁ ଦେଇଛନ୍ତି।  ତାଙ୍କର ଏହି ସଫଳତା ପାଇଁ ତାଙ୍କ ବାପା, ମା’ ଏବଂ ଶିକ୍ଷକମାନେ ଅତ୍ୟନ୍ତ ଖୁସିଥିବା ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ