Masthead

ବିଜେଡି ନେତା ଗିରଫ

ଜଟଣୀ :    (ବଡ଼ ଖବର ବ୍ୟୁରୋ):

ବହୁ ବାହୁବଳି ନେତା ଙ୍କ ଛତ୍ରଛାୟା ତଳେ ରହି ଜମି କିଣା ବିକା କରୁଥିବା ବିଜେଡି ନେତା ତଥା ପୂର୍ବତନ ସରପଞ୍ଚଙ୍କ କେଳେଙ୍କାରୀ କୁ ଖୋଲିଛି  ଏୟାରଫିଲ୍ଡ ପୋଲିସ।

୨୦୧୦ ମସିହାରେ ବିଲଡର ଶ୍ରୀକାନ୍ତ ଗଡୁ ଙ୍କୁ ଜଟଣୀ ବ୍ଳକ ଜାମୁକୋଳି ପଂଚାୟତ ର ପୂର୍ବତନ ସରପଞ୍ଚ କାର୍ତ୍ତିକ ପରିଡା ଜମି କିଣେଇ ଦେବେ ବୋଲି କହିଥିଲେ ଅଗ୍ରୀମ ଆକାରରେ ୩ ଜଣ ଜମିଦଲାଲ ଙ୍କୁ ପରିଡାଙ୍କ ମଧ୍ୟସ୍ଥିରେ ଏକ ଲକ୍ଷ ଟଙ୍କା ଶ୍ରୀକାନ୍ତ ପ୍ରଦାନ କରିଥିଲେ। ପରେ ଦଲାଲ ମାନଙ୍କୁ ଙ୍କୁ ପୂର୍ବତନ ସରପଞ୍ଚ ଙ୍କ କଥାରେ ମୋଟ ୮୦ ଲକ୍ଷ  ଶ୍ରୀକାନ୍ତ ପ୍ରଦାନ କରିଥିଲେ ମଧ୍ୟ କାର୍ତ୍ତିକ ଜମି ରେଜିଷ୍ଟ୍ରି କରିବା ବଦଳରେ ତାଙ୍କୁ ଆଉ ଧରା ଦେଇନଥିଲେ। ଏହି ଠକେଇ କୁ ନେଇ  ଶ୍ରୀକାନ୍ତ କୋର୍ଟ ର ଆଶ୍ରୟ ନେଇଥିଲେ ।

କୋର୍ଟ କାର୍ତ୍ତିକ ଙ୍କୁ ଗିରଫ କରିବାକୁ ଜଟଣୀ ଥାନା ଓ ଏୟାରଫିଲ୍ଡ ଥାନା କୁ ଚିଠି ଆସିଥିଲା କିନ୍ତୁ କାର୍ତିକଙ୍କ ପତିଆରାରେ ତାଙ୍କୁ କେହି ଗିରଫ କରିବାକୁ  ସାହସ କରୁନଥିଲେ।ରବିବାର ରାତିରେ ଏୟାରଫିଲ୍ଡ ଥାନାଧିକାରୀ ଦୀପକ ମିଶ୍ର କାର୍ତ୍ତିକ ଙ୍କୁ ଗିରଫ କରିଥିଲେ। କାର୍ତିକଙ୍କ ଙ୍କ ନାମ ରେ ଏୟାରଫିଲ୍ଡ ଥାନା ଓ ଜଟଣୀ ଥାନାରେ ବହୁ ମାମଲା ରହିଥିବା ପୋଲିସ ସୂଚନା ଦେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ