Masthead

ଦୁଲୁକୁଛି ଯାତ୍ରା ପେଣ୍ଡାଲ, ମତୱାଲା ହେଉଛନ୍ତି ଦର୍ଶକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରିଲା ମାଘମେଳା । ପୁର୍ଣ୍ଣିମାରେ ପଡ଼ିଲା ପୁର୍ଣ୍ଣାହୂତି । ତଥାପି ଲାଗିଛି ଖଣ୍ଡଗିରିରେ ଗହଳି । ମେଳଣ ସାଙ୍ଗଙ୍କୁ ଯାତ୍ରା ପେଣ୍ଡାଲର ମଜା ନେଉଛନ୍ତି ଦର୍ଶକ । ଯାତ୍ରା ଡ଼ାଇଲଗଲେ ଦୁଲୁକୁଛି ଖଣ୍ଡଗିରି ପଡ଼ିଆ । କରୋନା ପାଇଁ ଦୁଇ ବର୍ଷ ଯାତ୍ରା ବନ୍ଦ ଥିବାବେଳେ ଏବେ ଲାଗିଛି ଦର୍ଶକଙ୍କ ଭିଡ଼ । ସେପଟେ ଦୁଲୁକୁଛି ପେଣ୍ଡାଲ କିମିଆ କରିଛି କାହାଣୀ । ପ୍ରଥମ ପର୍ଯ୍ୟାୟ ଯାତ୍ରାକୁମ୍ଭ ସରିଥିବାବେଳ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଚାଲିଛି ଜୋରଦାର ଲଢେଇ । ଆଜିଠୁ ଦମ୍ ଦେଖାଇବେ କଳିଙ୍ଗ, ତୁଳସୀ ଗଣନାଟ୍ୟ ।

ଆଜିର ନାଟକର ବିଶେଷ ଆର୍କଷଣ ତୁଳସୀ ଗଣନାଟ୍ୟର ନାଟକ ମହତାବ ପେଣ୍ଡାଲର ଅଧା ରାତିର ସାଥୀ । ତାକୁ ଟକ୍କର ଦେଉଛି କୋଣାର୍କ ଗଣନାଟ୍ୟର ଘାଟିକିଆ ପେଣ୍ଡାଲ ତୋ ବିନା ମୁଁ ଅଧା ଅଧା । ସେହିପରି ଜାଗମରା ଇନ୍ଦିରା ମଣ୍ଡପରେ ସଞ୍ଜ ଆସେ ନଇଁ ନଇଁ ଲୋ ହେବାକୁ ଥିବା ବେଳ ଜାଗମରା ମା ମଙ୍ଗଳା ମଣ୍ଡପର ନାଟକ ହାଟ ବସେଇଛି ହଟ ନାଗରୀ ଲୋକଙ୍କୁ ମତୱାଲା କରୁଛି । ଅନ୍ୟପଟେ ହେବାକୁ ଥିବା ଜାଗମରା ଜୟଦୁର୍ଗା ମଣ୍ଡପର ନାଟକ ଭୁଲ ତୋର ଭୋଗୁଛି ମୁଁ ଏବଂ ବାବା ନୀଳକଣ୍ଠେଶ୍ୱର ଯାତ୍ରା ମଞ୍ଚ ର ନାଟକ ଘୋଡ଼ାହାତୀ ଗଣ୍ଡାକୁ ଗଣ୍ଡା ଏକା ଲଢିବ ରାଣୀ ପଣ୍ଡା ମାର୍କେଟ ଘାଣ୍ଟୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ