Masthead

କ୍ରୀତି ସାନନଙ୍କ ଫାଷ୍ଟ ଲୁକ୍ ରିଲିଜ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଆଦି ପୁରୁଷରେ ଅଭିନେତ୍ରୀ କ୍ରୀତି ସାନନଙ୍କ ଫାଷ୍ଟ ଲୁକ୍ ରିଲିଜ ହୋଇଛି । ସୀତା ନବମୀ ଅବସରରେ କ୍ରୀତି ସାନନ ମୋସନ ପୋଷ୍ଟର ଉନ୍ମୋଚନ କରିଥିଲେ । ଏହି ଫିଲ୍ମରେ କ୍ରୀତି ସାନନଙ୍କୁ ଜାନକୀଙ୍କ ଭୂମିକାରେ ଦେଖିବାକୁ ମିଳିବ । ରାମାୟଣ ଫିଲ୍ମରେ ସୀତା ଭୂମିକାରେ ଅନୁପ୍ରେରିତ ହୋଇ କ୍ରୀତି ସାନନ ନିଜର ମୋସନ ପୋଷ୍ଟର ରିଲିଜ କରିଛନ୍ତି । ଫିଲ୍ମରେ ପ୍ରଭାଷଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ । ସୁପରଷ୍ଟାର ପ୍ରଭାଷ ‘ରାଘବ’ ଚରିତ୍ରରେ ନଜର ଆସିବେ ।

ଯାହା ଭଗବାନ ରାମଙ୍କ ଉପରେ ଆଧାରିତ ହୋଇଛି । ଫିଲ୍ମରେ ସୈଫ ଅଲ୍ଲୀ ଖାନ ବିରୋଧୀ ଲଙ୍କେଶ ଭୂମିକାରେ ନଜର ଆସିବେ । ଏଥିରେ ହନୁମାନ ଭୂମିକାରେ ଅଭିନୟ କରୁଛନ୍ତି ସନ୍ନି ସିଂ ଓ ଦେବଦତ୍ତ ନାଗ ମଧ୍ୟ ଅଛନ୍ତି । ଏହାର ନିଦେ୍ର୍ଧଶନା ଦେଇଛନ୍ତି ଓମ୍ ରାଉତ । ଏହି ଫିଲ୍ମ ଜୁନ ୧୬ରେ ସାରା ବିଶ୍ୱରେ ରିଲିଜ ହେବାର ଯୋଜନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା