Before Header

୨୦ ବର୍ଷରେ ୭ଟି ବନ୍ୟା

0 33

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ୨୦ ବର୍ଷ ଭିତରେ ଆସିଛି ୭ଟି ବନ୍ୟା । ଏଥିରେ ୩୩.୯୬ଲକ୍ଷ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବାବେଳେ ୫୬୮ଜଣଙ୍କର ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ମୃତ୍ୟୁ ହୋଇଛି। ତେବେ ୨୦୦୧, ୨୦୦୩, ୨୦୦୬, ୨୦୦୭, ୨୦୦୮, ୨୦୧୧, ୨୦୨୦ରେ ଆସିଥିବା ବଡ଼ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୦୧ରେ ୯୯ଜଣ, ୨୦୦୩ରେ ୫୮ଜଣଙ୍କର, ୨୦୦୩ରେ ୫୮ଜଣ, ୨୦୦୬ରେ ୯୦ଜଣ, ୨୦୦୭ରେ ୯୧ଜଣ, ୨୦୦୮ରେ ୧୧୦ଜଣ, ୨୦୧୧ରେ ୮୨ଜଣ, ୨୦୨୦ରେ ୩୮ଜଣଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.