Masthead

କଇଁଛ ସୁରକ୍ଷା ପ୍ରଶିକ୍ଷଣ ଶିବିର

କୃଷ୍ଣପ୍ରସାଦ ( ବଡ ଖବର ବ୍ୟୁରୋ) : କଇଁଛ ସୁରକ୍ଷା ଲାଗି ସମୂଦ୍ରତଟ ଠାରୁ ୫ କିଲୋମିଟର ଭିତରେ ମାଛ ନମାରିବା ଲାଗି ନଭେମ୍ବରରୁ ମେ ଯାଏଁ ସରକାରୀ ଭାବେ କଟକଣା ରହିଛି । ଏନେଇ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ କାର୍ଯ୍ୟାଳୟରେ ଚିଲିକା ବନ୍ୟପ୍ରାଣୀ ବନାଞ୍ଚଳ ନୂଆପଡା ପକ୍ଷରୁ କଇଁଛ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । କଇଁଛ ଅଣ୍ଡା ଦେବା ପ୍ରକ୍ରିୟା ଆରମ୍ଭ ପୂର୍ବରୁ ସମୂଦ୍ର କୂଳର ପରିବେଶ ସ୍ୱଚ୍ଛ ରଖିବା ପାଇଁ ଶିବିରରେ ଆଲୋକପାତ କରାଯାଇଥିଲା । ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବାଲୁଗାଁ ଦ୍ୱାରା ଆୟୋଜିତ ଶିବିରରେ ବାଲୁଗାଁ ଡିଏଫଓ ସୋମେକ ସାମନ୍ତରାୟ , ଏସିଏଫ ଏସିଏଫ ଶରତ କୁମାର ମିଶ୍ର, ସାତପଡ଼ା ରେଞ୍ଜର ମାନସ ମହାପାତ୍ର, ରମ୍ଭା ରେଞ୍ଜର ରଶ୍ମିତା ଜେନା, ନୂଆପଡା ରେଞ୍ଜର ପ୍ରମୋଦ ପଣ୍ଡା, ପ୍ରାଣୀ ବିଜ୍ଞାନୀ ସତ୍ୟ ରଞ୍ଜନ ବେହେରା । ସେଞ୍ଚୁରୀୟନ ଯୁନିଭରସିଟି ଅଧ୍ୟାପକ ଶିବ ପ୍ରସାଦ ପରିଡା, ବନ୍ୟପ୍ରାଣୀ ଗବେଷକ ମଇକେଲ ପିଟର ଏବଂ କଇଁଛ ସୁରକ୍ଷା କର୍ମୀ ମାନେ ପ୍ରଶିକ୍ଷଣ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ