Masthead

ଅନୁଧ୍ୟାନ ପାଇଁ ସ୍ୱତନ୍ତ୍ର ଦଳ

କୁଚିଣ୍ଡା(ବଡ଼ ଖବର ବ୍ୟୁରୋ): କୁଚିଣ୍ଡାରେ ଧାନ ବିକ୍ରିକୁ ନେଇ ଲାଗିରହିଛି ଅଚଳାବସ୍ଥା । ପ୍ରତିବାଦରେ ଚାଷୀ ରାଜରାସ୍ତା ଅବରୋଧ ପାଇଁ ଚେତାବନୀ ଦେଇଛନ୍ତି । ଏହାର ଅନୁଧ୍ୟାନ ପାଇଁ ଚାରି ଜଣିଆ ସ୍ୱତନ୍ତ୍ର ଟିମ ବିଭିନ୍ନ ମଣ୍ଡି ପରିଦର୍ଶନ କରିଛନ୍ତି । ଟିମରେ ସମବାୟ ରେଜିଷ୍ଟ୍ରାରଙ୍କ ସମେତ ଜ଼ିଲ୍ଲା ଓ ଉପଖଣ୍ଡ ସମବାୟ ଅଧିକାରୀ ସାମିଲ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା କୁଚିଣ୍ଡା ଉପଖଣ୍ଡରେ ୧୦୭୨୬୭ ବସ୍ତା ଧାନ ପଡ଼ିରହିଛି । ଚାଷୀ କେନାଢ଼ିପା ମଣ୍ଡିରେ ସ୍ୱତନ୍ତ୍ର ଟିମଙ୍କ ସହ ଟୋକନ ସମସ୍ୟା, କଟନି ଛଟନୀ , ଧାନ ଲିଫଟିଙ୍ଗ ସମସ୍ୟା ଉପରେ ଆଲୋଚନା କରିଥିଲେ । ଚାରି ଜଣିଆ ଟିମରେ ସମବାୟ ରେଜିଷ୍ଟର ସୁଶାନ୍ତ ବାରିକ, ସମବାୟ ନିବନ୍ଧକ ଲିଙ୍ଗରାଜ ନାୟକ, ଭାରପ୍ରାପ୍ତ ସହ ନିବନ୍ଧକ ଭବାନୀ ନାୟକ ଓ ସହନିବନ୍ଧକ ଗୋପାଳ ପୁରୁଷେଠ ସାମିଲ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ