Masthead

ସ୍ନାତକୋତ୍ତର ପାଠ୍ୟକ୍ରମରେ ଲାଲଗଡ଼ର ଶାନ୍ତି କନ୍ୟା

ନବରଙ୍ଗପୁର(ବଡ଼ ଖବର ବ୍ୟୁରୋ): ଓଡିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ସମ୍ବଲପୁରର ସ୍ନାତକୋତ୍ତର ଶେଷ ବର୍ଷ ଓଡ଼ିଆ ପାଠ୍ୟକ୍ରମରେ ସ୍ଥାନ ପାଇଲା “ଲାଲଗଡ଼ର ଶାନ୍ତି କନ୍ୟା” । ନବରଙ୍ଗପୁରର ମୁନ୍ନା ତ୍ରିପାଠୀ ଏହି ପୁସ୍ତକାର ରଚୟିତା । କାଦମ୍ବିନୀ ତ୍ରିପାଠୀ ନବରଙ୍ଗପୁର ସହରର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜଗନ୍ନାଥ ତ୍ରିପାଠୀଙ୍କ ଘରକୁ ବୋହୂ ହୋଇ ଆସିଥିଲେ । ଶ୍ୱଶୁର ଜଗନ୍ନାଥଙ୍କ ସମାଜସେବାକୁ ସେ ଅନୁସରଣ କରିଥିଲେ । ପରେ ସମାଜସେବାରେ ନିଜକୁ ସାମିଲ କରିଥିଲେ କାଦମ୍ବିନୀ ।

ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଓ ପଡ଼ୋଶୀ ଜିଲ୍ଲାରେ ଘଟୁଥିବା ନାରୀ ନିର୍ୟାତନା, ଦୁଷ୍କର୍ମ ପୀଡ଼ିତାଙ୍କ ସ୍ୱର ସାଜିଛନ୍ତି କାଦମ୍ବିନୀ । ସେମାନଙ୍କୁ ନ୍ୟାୟ ପ୍ରଦାନ ଦିଗରେ ଚେଷ୍ଟା ଜାରି ରଖିଛନ୍ତି । ତାଙ୍କ ଉତ୍ସର୍ଗିକୃତ ସେବା ପାଇଁ ତାଙ୍କୁ ଜିଲ୍ଲା ତଥା ରାଜ୍ୟସ୍ତରରେ ମିଳିଛି ଅନେକ ସମ୍ମାନ ଓ ସ୍ୱୀକୃତି । କାଦମ୍ବିନୀଙ୍କ ସମାଜ ସେବାର ୨୭ଟି ସଫଳ କାହାଣୀକୁ ନେଇ ଏକ ପୁସ୍ତକ ଋକ୍ଟ୍ରନା କରିଛନ୍ତି ତାଙ୍କ ସ୍ୱାମୀ ମୁନ୍ନା ତ୍ରିପାଠୀ । ଯାହାର ନାଁ ଦେଇଛନ୍ତି ” ଲାଲଗଡ଼ର ଶାନ୍ତି କନ୍ୟା ” ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି