ଏସିଆନ ଗେମ୍ସରେ ପ୍ରଥମ ଦିନରେ ଭାରତକୁ ସଫଳତା, ମିଳିଲା ୫ ପଦକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) ଏସିଆନ ଗେମ୍ସ ୨୦୨୩ର ପ୍ରଥମ ଦିନରେ ଭାରତର ପ୍ରଦର୍ଶନ ବହୁତ ଭଳ ରହିଛି । ଭାରତ୍ରୀ ଖେଳାଳି ଏପର‌୍ୟ୍ୟନ୍ତ ୫ଟି ପଦକ ଜିତିଛନ୍ତି । ସେଥିମଧ୍ୟରୁ ୩ଟି ରହିଛି ସିଲଭର ପଦକ। ଭାରତୀୟ ମହିଳା କ୍ରିକେଟ ଟିମ ଏସୀୟ ଗେମ୍ସର ଫାଇନାଲରେ ପ୍ରବେଶ କରି ଆଉ ଏକ ପଦକ ହାସଲ କରିଛି । ସୋମବାର ଖେଳାଯିବ ଫାଇନାଲ ମ୍ୟାଚ ।

ଅର୍ଜ୍ଜୁନ ଲାଲ ଜଟ ଏବଂ ଅରବିନ୍ଦ ସିଂ ପୁରୁଷ ହାଲୁକା ଡବଲ ସ୍କଲରେ ରୋଇଂରେ ସିଲଭର ପଦକ ଜିତିଥିଲେ । ଏହି ସମୟରେ କ୍ରିକେଟରେ ଭାରତୀୟ ମହିଳା ଦଳ ସହଜରେ ବାଂଲାଦେଶ ଦଳକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ରୋଇଂରେ ୩ଟି ଓ ସୁଟିଂରେ ୨ଟି ପଦକ । ପ୍ରଥମ ପଦକ ଜିତିଲେ ମହିଳା ସୁଟିଂ ଟିମ୍ । ସୁଟିଂ ଓ ରୋଇଂରେ ଭାରତକୁ ମିଳିଲା ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ