Masthead

ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡି ପଡିଛି : ଅଜୟ କୁମାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ପ୍ରତିକ୍ରି୍ରୟା । ବିଜେପି ଓ ବିଜେଡି ଉପରେ ବର୍ଷିଲେ ଅଜୟ । କହିଛନ୍ତି ସାଧାରଣ ଜନତା କଂଗ୍ରେସ ସହିତ ଯୋଡି ହୋଇ ରହିଛନ୍ତି । ଫାଇଭଟି ସଚିବଙ୍କ ବିରୋଧରେ ବିଜେପି କେବେ କିଛି ପଦକ୍ଷପ ନେବା ମୁଁ ଦେଖିନାହିଁ । ଏହା କ’ଣ ବିରୋଧି ଦଳର କାର୍ଯ୍ୟ ବୋଲି ପ୍ରଶ୍ନ କରିଛନ୍ତି ଅଜୟ । ସେ କହିଛନ୍ତି ସବୁଠାରୁ ଅଧିକ ଗରିବୀ ଓଡ଼ିଶାରେ ରହିଛି । ଭାରତବର୍ଷରେ ଯେତେବେଳେ ମୁଣ୍ଡପିଛା ଆୟ ୧୦ ହଜାର ରହିଛି, ସେତେବେଳେ ଓଡ଼ିଶାରେ ମୋଟ ୫ ହଜାର ଅଛି ।

୪୦ ପ୍ରତିଶତ ପଂଚାୟତରେ ମୋବାଇଲ ସଂଯୋଗୀକରଣ ନାହିଁ । ରାଜ୍ୟର ୧୦ ପ୍ରତିଶତ ଲୋକ ଦାଦନ ଖଟିବାକୁ ବାହରକୁ ଯାଉଛନ୍ତି । ୨ ଲକ୍ଷ ସରକାରୀ ପଦବଦବୀ ଖାଲି ପଡିଛି । ହୀରାକୁଦ ଡ୍ୟାମ, ନାଲକୋ, ପାରାଦ୍ୱୀପ ଭଳି ବିଭିନ୍ନ ମେଗା ପୋଜେକ୍ଟ କଂଗ୍ରେସ କରିଛି । ୨୩ ବର୍ଷ ଭିତରେ ବିଜେଡି ସରକାର କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ମହିଳାଙ୍କ ଉପରେ ଆକ୍ରୋଶ ବଢିଚାଲିଥିବା ବେଳେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୁଳିକରି ହତ୍ୟା କରାଯାଉଛି । ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡି ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ