Masthead

ଜୀବନର ମୂଲ୍ୟ ପାଣି ଫୋଟକା ନା?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏ ଜୀବର ମୂଲ୍ୟ କ’ଣ ଯେ? ପାଣି ଫୋଟକା ପରି ନା? କେତେବେଳେ ଅଛି, କେତେବେଳେ ନାହିଁ । ବଂଚିଥିବା ବେଳେ ମଣିଷ ଏଠି କେତେ ସ୍ୱପ୍ନ ଦେଖେ । ବୁଢୀଆଣି ମାୟାଜାଲ ଭଳି ମୋହମାୟାରେ ପଡ଼େ । ସଂସାର, ପିଲାଛୁଆ, ଧନ, ସମ୍ପତ୍ତି ସବୁ ମୋର କହି ଗର୍ବ କରେ । ଏଇୟା ତ? ନା ଆଉ କିଛି? ହିଁ କରିବା ବି ସ୍ୱାଭାବିକ । କରିବନି କେମିତି ଯେ, ସକାଳ ହେଲା ମାତ୍ରକେ ତ ଏଠି ଧାଁ ଧପଡ଼ ଚାଲିଛି । ଜଣଙ୍କ ଉପରେ ପାଦ ଦେଇ ଆଉ ଜଣେ ଉଠୁଛି । ସେତେବେଳେ ସେ ଭାବୁଛି ଯେ ମୁଁ ଜିତିଗଲି ।

ଗଡ଼ ଜିତିଗଲି । ତା’ର ସମକକ୍ଷ ହେବାକୁ ଯେମିତି ଆଉ କେହି ନାହିଁ । ଏସବୁ ମୋହମାୟା ନୁହେଁ ତ ଆଉ କ’ଣ? ଯାହା କିଛି ଆପଣ ଶୁଣିଲେ ଇଏ ଗୋଟିଏ ପଟେ, ଅନ୍ୟପଟେ ଆପଣଙ୍କ ଭାଗ୍ୟ ଭବିଷ୍ୟତ । ଆପଣ ଯାହା କିଛି କରିଛନ୍ତି କି କରୁଛନ୍ତି ଅବା କରିବାକୁ ଯାଉଛନ୍ତି, ତାହା କେବଳ ଲୋକ ଦେଖାଣିଆ । ଅନ୍ୟଟି ହେଉଛି ଆପଣ ଗୋଟିଏ କଣ୍ଢେଇ । ଆଉ ଜଣଙ୍କ ଇଶାରାରେ ଆପଣ ନାଚିବା ଛଡ଼ା ପାଖରେ ଆଉ କିଛି ନାହିଁ । ଆମେ ଏ କଥା କାହିଁକି କହିଲୁ ଥରୁଟିଏ ଶାନ୍ତ ମନରେ ଚିନ୍ତା କରନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ