Masthead

ଅବକାରୀମନ୍ତ୍ରୀଙ୍କ ଏରିଆରେ ଚୋରା ମଦ ବେପାର

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ଅବକାରୀ ମନ୍ତ୍ରୀଙ୍କ ଏରିଆରେ ଚାଲିଛି ବେଧଡକ ଚୋରା ମଦ ବେପାର । ମନ୍ତ୍ରୀଙ୍କ ନିରବତା ପାଇଁ ଅବକାରୀ ବିଭାଗର ଛତ୍ରଛାୟା ତଳେ ଚାଲିଛି ଚୋରା ମଦ ବେପାର । ଚୋରା ମଦ ବେପାରୀ ସାଜନ ଓ ତା’ର ଦୁଇ ସହଯୋଗୀକୁ ଧରି ପୋଲିସକୁ ଦେଲେ ଗାଁ ଲୋକେ । ସାଜନର ଚୋରା ମଦ ପାଇଁ ସପ୍ତାହ ଭିତରେ ଗଲାଣି ବହୁ ଜୀବନ , ଅବକାରୀ ବିଭାଗ ଓ ଅବକାରୀ ମନ୍ତ୍ରୀ ସବୁ ଜାଣିବି ସାଜନ ଚୋରା ମଦ ବେପାରକୁ ବନ୍ଦ କରାନଯାଇ ଏତେ ଅନୁକମ୍ପା କାହିଁକି ।

ଗାଁ ଗାଁରେ ସାଜନର ଚୋରା ମଦ ଭାଟିର ବଢୁଛି ଆସର । ସେପଟେ ଚୋରା ମଦ ବେପାରୀ ସାଜନ ପାଖରେ ବନ୍ଧା ପଡ଼ିଛି କି ଅବକାରୀ ବିଭାଗ । ଯେଉଁଠି ସାଜନର ମଦକୁ ଧରିବା ପାଇଁ ବାଲେଶ୍ୱର ଅବକାରୀ ବିଭାଗର ଏତେ କାହିଁକି ଡର । ଗତକାଲି ରାତିରେ ସାଜନର ଦୁଇ ସହଯୋଗୀ ଏକ ବାଇକରେ ପାଖାପାଖି ଶହେ ଲିଟର ଚୋରା ମଦ ଭାଟି ନେଉଥିଲେ । ଗାଁଲୋକଙ୍କ ହାତରେ ଧରା ପଡ଼ିଲା ପରେ ଅବକାରୀ ବିଭାଗ ଓ ଅବକାରୀ ମନ୍ତ୍ରୀଙ୍କ ପାରିବା ପଣିଆ ଉପରେ ଉଠିଛି ପ୍ରଶ୍ନ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ