Masthead

ରାହୁଲ ଦେଶରେ ଓ ବିଦେଶକୁ ଯାଇ ବହୁ ମିଛ ମନ୍ତବ୍ୟ ଦେଇଛନ୍ତି: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧି ମିଛ କୁହନ୍ତି । ଦେଶରେ ଓ ବିଦେଶକୁ ଯାଇ ବହୁ ମିଛ ମନ୍ତବ୍ୟ ଦେଇଛନ୍ତି । ଏଭଳି କହି ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ । ଜାଣିଶୁଣି ମୋଦିଙ୍କୁ ଅପମାନ କରିଛନ୍ତି ରାହୁଲା ତେଣୁ ସମାଜରେ ପଛୁଆ ବର୍ଗ ଲୋକେ କୋର୍ଟକୁ ଯାଇ ମାମଲା କରିଥିଲେ ବୋଲି ରବିଶଙ୍କର କହିଛନ୍ତି ।

କଂଗ୍ରେସ ପାଖରେ ବଡ଼ ବଡ଼ ଓକିଲ ରହିଛନ୍ତି, କାହିଁକି ସୁପ୍ରିମକୋର୍ଟର ଏହି ମାମଲାରେ ରହିତାଦେଶ ଆଣିଲେନି ବୋଲି ସେ ପ୍ରଶ୍ନ କରିଛନ୍ତି । ଖାଲି ରାହୁଲ ନୁହଁନ୍ତି ଦେଶର ୩୨ ଜଣ ଅନ୍ୟ ନେତାଙ୍କ ପଦ ବି ଏଭଳି ରଦ୍ଦ ହୋଇଛି । ଜାଣିଶୁଣି କଂଗ୍ରେସ ଏହାକୁ ପ୍ରସଙ୍ଗ କରୁଛି । ରାହୁଲଙ୍କ ହୀନ ରାଜନୀତି ବିରୋଧରେ ବିଜେପି ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ରବିଶଙ୍କର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି