Masthead

ମହାନଦୀ କେବଳ ଛତିଶଗଡର ନୁହେଁ: ବିଜୟ ମହାପାତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ବିଜୟ ମହାପାତ୍ରଙ୍କ କଡା ଜବାବ । କହିଲେ ମହାନଦୀ କେବଳ ଛତିଶଗଡର ନୁହେଁ, ଏହା ସେ ଭୁଲି ଯାଇଛନ୍ତି । ଛତିଶଗଡ ମୁଖ୍ୟମନ୍ତ୍ରୀ ବୋଧେ ଭୁଲି ଯାଇଛନ୍ତି ମହାନଦୀ ଏକ ଇଣ୍ଟର ଷ୍ଟେଟ ରିଭର । ଇଣ୍ଟର ଷ୍ଟେଟ ରିଭର ଗୁଡିକର ଏକ ଆଇନ ରହିଛି, ମହାନଦୀ ଉପରେ ଏକ ଚାଟିଆ ବ୍ୟବହାର କରି ପାରିବେ ନାହିଁ । ଆମେ ଯାହା କରିବୁ ତାଙ୍କର ଅନୁମତି ଏବଂ ସେ ଯାହା କରିବେ ଆମର ଅନୁମତି ଦରକାର, ଏହା ସେ ଭୁଲି ଯାଇଛନ୍ତି । ଛତିଶଗଡ ସରକାର ଯେତେ ବେନିୟମ କାମ କରିଛନ୍ତି, ଟ୍ରିବୁନାଲ ତାକୁ ଅନୁଧ୍ୟାନ କରିବା କଥା । ଇଣ୍ଟର ଷ୍ଟେଟ ରିଭରରେ ବେନିୟମ କାମ କେମିତି ହେଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ