Masthead

ବାଜି ମାରିଲେ ଦିଦି

ଭବାନୀପୁର (ବଡ଼ ଖବର ବ୍ୟୁରୋ): ବାଜି ମାରିଲେ ଦିଦି । ଭବାନୀପୁର ଆସନରୁ ଜିତିଲେ ଦିଦି । ଭବାନୀପୁରରେ ୫୮ ହଜାର ୮୩୨ ରୁ ଅଧିକ ଭୋଟରେ ଜିତିଛନ୍ତି । ୧୯ ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ମମତା ଆଗରେ ରହିଥିଲେ ।  ବିଜେପିର ପ୍ରିୟଙ୍କା ଟିବ୍ରେୱାଲଙ୍କୁ ହରାଇଲେ ଦିଦି । ଦିଦିଙ୍କୁ ମୋଟ ୮୪୭୦୯ ମିଳିଥିବାବେଳ ପ୍ରିୟଙ୍କାଙ୍କୁ ମିଳିଲା ୨୬୩୨୦ ଭୋଟ ।

ଆଉ ଏହାସହ ମମତାଙ୍କ ବିଜୟ ଏକପ୍ରକାର ନିଶ୍ଚିତ ହୋଇସାରିଥିଲା । ମମତାଙ୍କ ବାସଭବନ ଆଗରେ ଟିଏମସି କର୍ମୀ ଉତ୍ସବ ମନାଇବା ସହ ମିଠା ଖୁଆଇ ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି ।ଭୋଟ ଗଣତି ଆରମ୍ଭରୁ ହିଁ ଦିଦି ଆଗରେ ରହିଥିଲେ । ପ୍ରତି ରାଉଣ୍ଡରେ ମମତା ବାନାର୍ଜୀ ଲିଡ୍‌ କରୁଥିଲେ । କଡା ଟକ୍କର ହେବା ନେଇ ଶୁଣାଯାଉଥିଲେ ବି ଦିଦି କିନ୍ତୁ ଏକ ପାଖିଆ ଭାବେ ବିଜୟୀ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ