Masthead

୨୦୨୪ରେ ପ୍ରଧାନମନ୍ତ୍ରୀ ହେବେ ମମତା ବାନାର୍ଜୀ !

କୋଲକାତା(ବଡ଼ ଖବର ବ୍ୟୁରୋ): ପଞ୍ଜାବ ପରେ ବର୍ତ୍ତମାନ ପଶ୍ଚିମବଙ୍ଗ ରାଜନୀତି ବେଶ ଚଳଚଞ୍ଜଳ ହୋଇ ଉଠିଛି । ଡ଼ିସେମ୍ବର ୩୦ରେ ନିର୍ବାଚନ ଥିବାରୁ ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ଉଭୟ ପ୍ରଚାର ଜୋରଦାର ଆରମ୍ଭ କରିଦେଇଛନ୍ତି । ଏହା ମଧ୍ୟରେ ନୂଆ ନୂଆ ଟିଏମସିରେ ମିଶିଥିବା ବାବୁଲ ସୁପ୍ରିୟୋ ବଡ଼ ବୟାନ ଦେଇଛନ୍ତି । ତେବେ ୨୦୨୪ ମସିହାରେ ମମତା ପ୍ରଧାନମନ୍ତ୍ରୀ ହେବା ଆଶଙ୍କା ଅଧିକ ବୋଲି ବାବୁଲ ସୁପ୍ରିୟୋ କହିଛନ୍ତି ।

ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଳ୍ପ ଭାବରେ ମମତା ବାନାର୍ଜୀଙ୍କୁ ଗ୍ରହଣ କରାଯାଇପାରେ ବୋଲି ବାବୁଲ କହିଛନ୍ତି । ଗଣମାଧ୍ୟମ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ସେ ଏପରି କହିଥିବାର ସୂଚନା ମିଳିଛି । କିଛି ଦିନ ପୂର୍ବରୁ ମମତା ଟପ ଫଚ୍ୟୁନର ତାଲିକାରେ ମମତା ବାନାର୍ଜୀ ରହିଥିବାର କଥା ସାମ୍ନାକୁ ଆସିଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା