Masthead

‘ଆମେ ବହୁତ ନିର୍ଯାତନାର ଶିକାର ହେଲାଣୁ’

ଇମ୍ଫାଲ (ବଡ଼ ଖବର ବ୍ୟୁରୋ):  ଏବେ ବି ମନରୁ ଲିଭୁ ନାହିଁ ମଣିପୁର ଛାତିଥରା ଦୃଶ୍ୟ । ଯାହାକୁ ବିରୋଧୀ ସରକାରଙ୍କୁ ଟର୍ଗେଟ କରିଛନ୍ତି । ଯାହକୁ ନେଇ ଗୃହ ମଧ୍ୟ ଚାଲିପାରୁ ନାହିଁ । ସେପଟେ ଦୁଇ ଦିନିଆ ମଣିପୁର ଗସ୍ତରେ ଅଛନ୍ତି ଟିମ ଇଣ୍ଡିଆ । ଏଥିସହ ମଣିପୁରର ଚର୍ଚ୍ଚିତ ଘଟଣାର ପୀଡିତା ମାଆଙ୍କୁ ମଧ୍ୟ ଭେଟିଛନ୍ତି ବିରୋଧୀ।

ଗଣମାଧ୍ୟମ ଏବଂ ପ୍ରତିନିଧୀ ଦଳ ସହ କଥା ହୋଇ ପୀଡିତାଙ୍କ ମା ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଛନ୍ତି। ମହିଳା କହିଛନ୍ତି ଯେ, ଆମେ ଆଦିବାସୀ ସଂଖ୍ୟାଲଘୁ ଶ୍ରେଣୀୟ। ଆମେ ଆଉ ମୈତେଇଙ୍କ ସହ ରହିପାରିବୁ ନାହିଁ। ଆମେ ବହୁ ନିର୍ଯାତନାର ଶିକାର ହୋଇ ସାରିଲୁଣି। ଏଥିସହ ମହିଳା ଜଣକ କାନ୍ଦି କାନ୍ଦି ତାଙ୍କ ପୁଅ ଏବଂ ସ୍ବାମୀଙ୍କ ମୃତଦେହ ଖୋଜିବାକୁ ସାହାଯ୍ୟ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା