Masthead

ମନୋଜ ମୋ ସହ ବ୍ୟାନକୁ ନେଇ କଥା ହୋଇନାହାନ୍ତି: କୁନା ତ୍ରିପାଠୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଲିଉଡ୍ କଳିର ସମାଧାନ ପାଇଁ ରାଜ୍ୟ ଚଳଚ୍ଚିତ୍ର ନିଗମ କାର୍ଯ୍ୟାଳୟରେ ବୈଠକ । ଓଏଫଡିସି ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ଉପସ୍ଥିତିରେ ବସିଥିଲା ବୈଠକ । କୁନା ତ୍ରିପାଠୀ କହିଛନ୍ତି ମନୋଜ ମିଶ୍ର ମୋ ସହିତ ବ୍ୟାନକୁ ନେଇ କୌଣସି କଥା ହୋଇନାହାନ୍ତି । ମନୋଜ ମିଶ୍ର ମୋ ସହିତ ଯେଉଁ ସମାଧାନର କଥା ହୋଇଛନ୍ତି ସେ ସମାଧାନ ହେଉଛି ପରବର୍ତ୍ତୀ ପଦକ୍ଷେପର ସମାଧାନ । ଡିଷ୍ଟ୍ରିବ୍ୟୁସନ ଚାଲୁ ନାହିଁ । କିପରି ଭାବେ ଡିଷ୍ଟ୍ରିବ୍ୟୁସନ ସରଳିକୃତ ହେବ, ସରକାର ଏହା ଉପରେ ଇନଭଲଭ ହେବାର ଆବଶ୍ୟତା ରହିଛି ।

ସରକାରଙ୍କୁ ଆମେ ଚିଠି ଲେଖିଛୁ । ସରାକର ଯେତେବେଳେ ଆମକୁ ପରମିଶନ ଦେବେ ଏକାଠି ବସି କଥା ହୁଅନ୍ତୁ ଆମେ କଥା ହେବୁ । ଏହା ସରକାରୀ ନୁହେଁ ଗୋଟେ ବେସରକାରୀ କଥା । ପୃଥିବୀରେ ସବୁ ସିନେମା ସରକାରୀ ପ୍ରୋତ୍ସôାହନରେ ହୋଇଯାଏ ତାହା କୌଣସି କାରଣ ନାହିଁ । କୁନା କହିଛନ୍ତି ଆଲୋଚନା ପାଇଁ ଡାକିଥିଲି । ଅରିନ୍ଦମ, ଶ୍ରୀତମ, ଟୁଟୁ ନାୟକ ଆସିଥିଲେ । ମନୋଜଙ୍କୁ ବାରମ୍ବାର ଫୋନ୍‌ କରିଥିଲେ ବି ସେ ଫୋନ୍‌ ଉଠାଇଲେନି । ତଥାପି ଆମର ଚେଷ୍ଟା ରହିବ । ଏ ଘଟଣା ଆଉ ଆଗକୁ ନବଢୁ । ସେ ଆହୁରି ମଧ୍ୟ କହିଛନ୍ତି ଯେତେବେଳେ ଗେଟେ ପରେ ଗୋଟେ ଭଲ ସିନେମା ଆସୁଛି, ଯେତେବେଳେ ଲୋକ ହଲକୁ ଆସିବା ପାଇଁ ଚେଷ୍ଟା କରୁଛନ୍ତି ସେ ସମୟରେ ଏଭଳି ବିବାଦ ଅଶୋଭନୀୟ କଥା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ