Masthead

ମାନବିକତା ଦେଖାଇଲା ମାତୃ ଭୂମି ସଂଗଠନ

ରେଙ୍ଗାଲି (ବଡ଼ ଖବର ବ୍ୟୁରୋ): ଅଲଗା ଜାତିରେ ବିବାହ କରିଥିବାରୁ ସାଇ ପଡ଼ିଶା କିମ୍ବା ଆତ୍ମୀୟ ସ୍ୱଜନ କେହି ବି ଶବକୁ ଛୁଇଁଲେ ନାହିଁ । ଦୀର୍ଘ ସମୟ ପଡ଼ିରହିଲା ଶବ ।

ମଙ୍ଗଳବାର ରେଙ୍ଗାଲି ବ୍ଳକ ବାବୁଖିଣ୍ତା ଗ୍ରାମର ସୁଶିଲ ବାଗ (୪୨)ଙ୍କ ମୃତ୍ୟୁ ହୋଇଥିଲା । ଅଜଣା ରୋଗରେ ଆକ୍ରାନ୍ତ ହୋଇ ଆକସ୍ମିକ ଭାବେ ମୃତ୍ୟୁ ବରଣ କରିଥିଲେ ସୁଶିଲ । ଜାତିରୁ ତାଙ୍କୁ ବାରଣ କରିଥିବାରୁ ଦୀର୍ଘ ୬ ଘଣ୍ଟା ମୃତଦେହ ପଡି ରହିଥିଲା ।

ଏ ଖବର ପାଇଥିଲା ମାତୃଭୁମି ସଂଗଠନ । ଉପସଭାପତି ଉମାକାନ୍ତ ନାଥଙ୍କ ସହ ମାତୃଭୂମି ସଂଗଠନର ଅନ୍ୟ ସଦସ୍ୟମାନେ ଶବକୁ କାନ୍ଧରେ ବୋହି ସ୍ମଶାନକୁ ନେଇ ସଂସ୍କାର କରିଥିଲେ । ସଂଗଠନର ଏହି ମହତ କାର୍ୟ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ