Masthead

୧୨.୧୨ ପ୍ରତିଶତ ବଢ଼ିବ ମେଡିସିନର ଦର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏପ୍ରିଲ ୧ରୁ ମହଙ୍ଗା ହେବ ଔଷଧ ଦର । ମେଡିସିନର ଦର ୧୨.୧୨ ପ୍ରତିଶତ ବୃଦ୍ଧି ପାଇବ । କିଛି ନିର୍ଦ୍ଧିଷ୍ଟ ଔଷଧର ମୂଲ୍ୟ ବୃଦ୍ଧି କରିବା ନେଇ ଜାତୀୟ ଫାର୍ମା ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏନେଇ ବିଜ୍ଞପ୍ତି ଜାରି ହେବା ପରେ ଔଷଧ କମ୍ପାନୀ ଗୁଡ଼ିକ ଦର ବଢାଇବେ । ୮୦୦ ରୁ ୯୦୦ ଔଷଧର ଦର ବୃଦ୍ଧି କରାଯିବ । ଆଂଟି-ବାୟୋଟିକଠାରୁ ଆରମ୍ଭ କରି ପେନ୍କିଲର୍, ଡାଇବେଟିସ୍, କ୍ୟାନ୍ସର ଓ ଶ୍ୱାସ ଜନିତ ରୋଗର ଔଷଧର ମୂଲ୍ୟ ବୃଦ୍ଧି ହେବ ।

ଔଷଧଗୁଡିକର ଦର ସାଧାରଣତଃ ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଙ୍ଗ ଅଥରିଟି ଧାର୍ୟ୍ୟ କରେ । ଗତବର୍ଷ ହୋଲସେଲ୍ ପ୍ରାଇସ ଇଣ୍ଡେକ୍ସର ଦର ୧୦.୭% ବୃଦ୍ଧି କରାଯାଇଥିଲା । ଏନପିପିଏ ଦ୍ୱାରା ନିୟନ୍ତ୍ରିତ କରାଯାଉଥିବା କେତେକ ସିଡ୍ୟୁଲଡ୍ ଔଷଧର ଦର ବୃଦ୍ଧି ହେଉଥିବା ବେଳେ ନନସିଡ୍ୟୁଲ୍ଡ ଔଷଧର ଦର ବାର୍ଷିକ ୧.୦% ବୃଦ୍ଧି ବ୍ୟବସ୍ଥା ରହିଛି । ଦରବୃଦ୍ଧି କାରଣରୁ ପ୍ରାୟ ୮୦୦ ଜରୁରୀ ଔଷଧର ଦର ବଢ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ