Masthead

ଯୁବତୀଙ୍କ ଠାରୁ ମୋବାଇଲ ଲୁଟ

କୋରେଇ (ବଡ଼ ଖବର ବ୍ୟୁରୋ): ଶଙ୍ଖଚିଲା ନିକଟସ୍ଥ ନାଉଡ଼ପୁର ଗାଁରେ ଯୁବତୀଙ୍କ ଠାରୁ ମୋବାଇଲ ଲୁଟ ଘଟଣା । ସିସିଟିଭିରୁ ମିଳିଲା ଲୁଟ ହେବା ବେଳର ଦୃଶ୍ୟ । ସୂଚନା ଅନୁସାରେ ଗତକାଲି ଶଙ୍ଖଚିଲା ଫାଣ୍ଡି ଅଧିନସ୍ଥ ନାଉଡୁ ପୁର ଗାଁର ଜଗବନ୍ଧୁ ବେହେରାଙ୍କ ଝିଅ ଛକରେ ଥିବା ଏକ ମୋବାଇଲ ଦୋକାନକୁ ଆସିଥିଲେ । ଏହି ସମୟରେ ଦୋକାନା ଭିତରେ ଥିବା ଯୁବକ ଯୁବତୀଙ୍କ ଠାରୁ ସୁନାଚେନ ଲୁଟ କରିବାକୁ ଉଦ୍ୟମ କରିଥିଲେ ।

କିନ୍ତୁ ବିଫଳ ହୋଇଥିଲେ । ପରେ ଯୁବତୀଙ୍କ ହାତରୁ ମୋବାଇଲ ଛଡାଇ ନେଇ ଦୌଡ଼ି ପଳାଇଥିଲେ। ତେବେ ଦୋକାନୀ ଠାରୁ ଆରମ୍ଭ କରି ଯୁବତୀ ଜଣକ ମୋବାଇଲ ଲୁଟେରାକୁ ଧରିବାକୁ ଚେଷ୍ଟା କରିଥିଲେ । ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ଶଙ୍ଖଚିଲା ଫାଣ୍ଡିରେ ଅଭିଯୋଗ କରାଯାଇଛି। ଫାଣ୍ଡି ଅଧିକାରୀ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ