Masthead

କେନ୍ଦ୍ର ସରକାରଙ୍କ ଚିଠିକୁ ଛୋଟ ଭାବିବା ମୂର୍ଖାମୀ: ମୋହନ ମାଝୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସଚିବ ବିବାଦ ପ୍ରସଙ୍ଗ । କଡ଼ା ସମାଲୋଚନା କଲେ ବିଜେପି ନେତା ମୋହନ ମାଝୀ । କହିଲେ ବିଷମ ସଙ୍କଟରେ ପଡ଼ିଛି ବିଜେଡି ଓ ସରକାର । ସେଥିପାଇଁ ବିଭିନ୍ନ କଥା କହି ଏଡେଇ ଦେବା ପାଇଁ ଚେଷ୍ଟା କରୁଛନ୍ତି । କେନ୍ଦ୍ର ସରକାରଙ୍କ ଚିଠିକୁ ଛୋଟ ଭାବିବା ସେମାନଙ୍କ ମୂର୍ଖାମୀ ।

ଗୋଟିଏ ଧାଡ଼ିର ଚିଠି ଆଟମ୍ ବମ୍ ଭଳି ହେବ । ଏବଂ ସରକାର ଭାଙ୍ଗି ଯିବା ଭଳି ସ୍ଥିତି ହେବ । କେନ୍ଦ୍ର ସରକାରଙ୍କ ଚିଠି ଆଗାମୀ ଦିନରେ ବିଜେଡ଼ି ସରକାରକୁ ଭସ୍ମ କରି ଦେବ । ବିଜେଡି ସାଂସଦ ଓ ବିଧାୟକ ମାନେ ଅସହାୟ । ଟିକେଟ କଟିବ ବୋଲି ଭୟ କରିଛନ୍ତି । ଜେଲ ଯିବାର ମଧ୍ୟ ଭୟ ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି