Masthead

ପାଚେରି ଡେଇଁଲେ ନାଗାସାଧୁ

ବ୍ରହ୍ମଗିରି (ବଡ଼ ଖବର ବ୍ୟୁରୋ): ମନ୍ଦିର ଖୋଲିବା ଦାବିରେ କରୋନା ନିୟମ ଭାଙ୍ଗିଲେ ନାଗାସାଧୁ ବୈଷ୍ଣବ ପୁରୀ । ମନ୍ଦିର ବନ୍ଦ ଥିବାରୁ ପାଚେରି ଡେଉଁ ପ୍ରଭୁ ଅଲାରନାଥଙ୍କୁ କଲେ ଦର୍ଶନ । କହିଲେ ସରକାରଙ୍କ ସତ ସାହସ ଅଛି ତ ମନ୍ଦିର ଖୋଲ, ନହେଲେ ମୋତେ ଆରେଷ୍ଟ କର । ମନ୍ଦିର ଖୋଲିବାକୁ ପୁରୀ ଲଙ୍ଗୁଳି ମଠର ନାଗାସାଧୁ ବୈଷ୍ଣବ ପୁରୀଙ୍କ ଆଜି ଥିଲା ଏଭଳି ଅଭିନବ ପ୍ରତିବାଦ । କରୋନା କଟକଣା ପାଇଁ ବନ୍ଦ ରହିଛି ମନ୍ଦିର । ମାତ୍ର ଖୋଲା ରହିଛି ସପିଙ୍ଗମଲ, ପାର୍କ, ହେଟେଲ ଓ ବେଳାଭୂମି । ଏପରିକି ଚାଲିଛି କୋଣାର୍କ ମହୋତ୍ସବ । ହେଲେ ମନ୍ଦିର ଖୋଲୁନି । ସରକାରଙ୍କ ଦୋମୁହାଁ ନୀତିକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ସାଧୁ ବୈଷ୍ଣବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ