Masthead

ପ୍ରକୃତି ହରାଇବ ଡ୍ରାଗନକୁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଉ ଦରକାର ନାହିଁ ରାଫେଲ । ଗୋଳା ବାରୁଦର ନାହିଁ ଆବଶ୍ୟକତା । ସୀମା ବିବାଦକୁ ନେଇ ଘନ ଘନ ବୈଠକର ମଧ୍ୟ ନାହିଁ ପ୍ରୟୋଜନ । ବିନା ଲଢେଇରେ ଭାରତର ଜିତ । ସିଧା ନୁହେଁ ଏଣିକି ବୁଲେଇ ବଙ୍କେଇ ପରାସ୍ତ ହେବ ଚୀନ । ଏକଥା ଆମେ କହୁନୁ କହୁଛି ପ୍ରକୃତି । ଭାରତୀୟ ସେନା ଉପରେ ପ୍ରକୃତିର ବରଦାନ । ପ୍ରତିଟି ମୂହୁର୍ତ୍ତରେ ଭାରତୀୟ ସେନାକୁ ସହଯୋଗ କରିଆସୁଛି ପ୍ରକୃତି । ଭାରତ-ଚୀନ ସୀମାରେ ଯେଉଁଭଳି ପରିବେଶ ଏହି ସମୟରେ ମାଟି କାମୁଡିବ ଚାଇନା । କାରଣ ଇଣ୍ଡୋ-ଚାଇନା ସୀମାରେ ବରଫର ଚାଦର ।

ବରଫରେ ରହିବା, ଶତ୍ରୁକୁ ପରାଜିତ କରିବାରେ ବିଶ୍ୱ ଦେଖିଛି ଭାରତୀୟ ସେନାର ପରାକ୍ରମ । ସେଇଥିପାଇଁ ଭାରତ ସେନା ସହ ଯୁଦ୍ଧ କରିବା ପୂର୍ବରୁ ଚୀନକୁ ବିନାଶ କରିବ ପ୍ରକୃତ । ମୁଣ୍ଡା ମୁଣ୍ଡା ବରଫକୁ ଭେଦ କରିବା ପୂର୍ବରୁ ଜୀବନ ହାରିବେ ଚୀନ ସେନା । ପ୍ରକୃତି ଆଗରେ ଆଣ୍ଠେଇବ ଡ୍ରାଗନ । ବରଫର ଆସ୍ତରଣରେ ଥରୁଛି ଚୀନ ସେନା । ବରଫ ପରିବେଶରେ ଯୁଦ୍ଧ କରିବାରେ ଭାରତ ମାହିର । ଏଣିକି ଭାରତୀୟ ସେନା ନୁହେଁ ଚୀନକୁ ମାରିବ ବରଫ । ବରଫର ଆସ୍ତରଣରେ ଭାରତୀୟ ସେନା ଯେଉଁଭଳି ଭାବରେ ଯୁଦ୍ଧ କରିବାର କଳା, କୌଶଳରେ ମାହିର ତାହା ଚୀନ ସେନା ପାଖରେ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା