Masthead

ନୀଳଗିରିରେ ସୁକାନ୍ତ ଓ ସନ୍ତୋଷଙ୍କୁ ନେଇ ଅଡୁଆରେ ଦଳ

ବାଲେଶ୍ବର (ବଡ଼ ଖବର ବ୍ୟୁରୋ): ବାଲେଶ୍ବର ବିଜେଡ଼ିରେ ବଢୁଛି ଦ୍ଵନ୍ଦ । ନୀଳଗିରିରେ ସୁକାନ୍ତ ଓ ସନ୍ତୋଷଙ୍କୁ ନେଇ ଅଡୁଆରେ ଦଳ । ସେପଟେ ଛିଣ୍ଡି ପାରୁନି ବାଲେଶ୍ୱର ଲୋକସଭା ପ୍ରାର୍ଥୀ ଅଙ୍କ । ଦଳରେ ଆମଦାନୀ ନେତାଙ୍କ ଭିତରୁ କାହାକୁ ଭାରସା କରି ପ୍ରାର୍ଥୀ କରିବ ତାକୁ ନେଇ ଟେସନରେ ବିଜେଡି । ନୀଳଗିରିରେ ସନ୍ତୋଷ ଖଟୁଆ ବିଜେଡିର ମଙ୍ଗ ଧରିଥିବା ବେଳେ ଏବେ କିଏ ବିଧାୟକ ପ୍ରାର୍ଥୀ ହେବ ଏପର୍ଯ୍ୟନ୍ତ ଚୂଡ଼ାନ୍ତ କରିପାରୁନି ଦଳ ।

ଦୀଳଗିରିରେ ଦଳକୁ ସୁଦୃଢ଼ କରିବାରେ ସନ୍ତୋଷ ଖଟୁଆଙ୍କର ବିଶେଷ ଭୂମିକା ଥିଲା । ହେଲେ ବିଜେପି ଛାଡି ବିଧାୟକ ସୁକାନ୍ତ ନାୟକ ବିଜେଡିରେ ସାମିଲ ହେବାପରେ ସନ୍ତୋଷଙ୍କ ସମର୍ଥକ ଆଶା ଆଶଙ୍କାରେ ରହିଛନ୍ତି । ସେପଟେ ବିଜେପି ଢେର୍ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଫେଲ ମାରିଛି ନିଜକୁ ବଡ ଦଳ କହୁଥିବା ବିଜେଡି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା