Before Header

ପ୍ରଥମ ପର୍ଯ୍ୟାୟକୁ ସପ୍ତାହେ ସମୟ, ପ୍ରାର୍ଥୀ ଦେବାରେ ଅସଫଳ ଦଳ !

0 1,059

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କୌଣସି ମୁହୂର୍ତ୍ତରେ ଆସିପାରେ ଟିକେଟ । କେବେ ଟିକେଟ ଆସିବ, କାହା ନାଁ ରହିବ । ଚିନ୍ତାରେ ଆଶାୟୀ ପ୍ରାର୍ଥୀ । ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ରହିଲା ମାତ୍ର ୭ ଦିନ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି ଦଳ । ୩ ଦଳ ଅନେକ ବିଧାନସଭା ସିଟରେ କାର୍ଡ ଖୋଲି ନାହାନ୍ତି ।

ବିଜେଡି ୧୦୮ ବିଧାନସଭା ଆସନ ପାଇଁ କରିଛି ପ୍ରାର୍ଥୀ ଘୋଷଣା । ବିଜେପି ୧୧୨ ଓ କଂଗ୍ରେସ ଘୋଷଣା ୪୯ କରିଛି । ସେପଟେ ଲୋକସଭା ପ୍ରାର୍ଥୀ ଘୋଷଣାରେ ପଛରେ ପଡିଛି କଂଗ୍ରେସ । ୮ଟ ଆସନରେ ପ୍ରାର୍ଥୀ ଦେଇ ରହିଯାଇଛି ଦଳ । ବିଜେପି କରିଛି ୨୧ଲୋକସଭା କ୍ଷେତ୍ରରେ ୨୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କିନ୍ତୁ ବିଜେଡିର ଛିଣ୍ଡୁନି ବାଲେଶ୍ୱର ଅଙ୍କ ।

Leave A Reply

Your email address will not be published.