Before Header

 ପୋଲିସର ଅପରେସନ କ୍ଲିନ୍ କ୍ରିମିନାଲ୍

0 40

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ପୋଲିସର ଅପରେସନ କ୍ଲିନ୍ କ୍ରିମିନାଲ୍ ଜାରି । ଅପରାଧି ଚିତ୍ତରଞ୍ଜନ ମହାନ୍ତିର ବେଆଇନ ନିର୍ମାଣ ଭାଙ୍ଗିଲା ପୋଲିସ । ଟିଟିଲାଗଡ ବିଜାଖମନ ଇଡକୋ ଶିଳ୍ପାଞ୍ଚଳ ସ୍ଥିତ ଆର୍ଯ୍ୟ ରିସର୍ଟ ଓ ମ୍ୟାରେଜ ପ୍ୟାଲେସ ଧ୍ଵଂସ । ବୁଲଡୋଜର ଚଢାଇ ଚିତ୍ତର ଘର ଧୂଲିସାତ୍ କଲା ପୋଲିସ । ଏସ୍ପି, ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଘର ଭଙ୍ଗାଯାଇଛି । ହିଟ ଏଣ୍ଡ ରନ୍ ମାମଲାରେ ଗିରଫ ହୋଇ ଏବେ ଜେଲରେ ଅଛି ଚିତ୍ତ ମହାନ୍ତି ।

Leave A Reply

Your email address will not be published.