Masthead

ବାଲୁକା କଳାରେ ପଖାଳ ଦିବସ

ପୁରୀ (ବଡ଼ ଖବର ବ୍ୟୁରୋ): ମାର୍ଚ୍ଚ ୨୦ ତାରିଖ ହେଉଛି ବିଶ୍ୱ ପଖାଳ ଦିବସ । ଏହି ଅବସରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା ଦ୍ୱାରା ପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବାଲୁକା କଳାରେ ପଖାଳ ସାଙ୍ଗକୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ନିର୍ମାଣ କରାଯାଇଛି । ପିତଳ କଂସାରେ ପଖାଳ ସହ ସମସ୍ତ ପ୍ରକାର ଓଡ଼ିଆ ଖାଦ୍ୟକୁ ପରସାଯାଇଛି । ସଜ ପଖାଳ ଓ ଦହିପଖାଳ ର ଚିତ୍ର ବାଲୁକା କଳା ମାଧ୍ୟମରେ ଶୋଭାପାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭିଜିଲାନ୍ସ ଜାଲରେ ବୌଦ୍ଧ MVI 🔴 ଆଜି ଓଡ଼ିଶା ଆସିବ ପୀଡ଼ିତାଙ୍କ ମରଶରୀର 🔴 ବିଶ୍ୱଭୂଷଣ ହରିଚନ୍ଦନଙ୍କ ଜନ୍ମଦିନ ଅବସରରେ ସମୂହ ଦୀପଦାନ କାର୍ଯ୍ୟକ୍ରମ 🔴 ଖାତାକୁ ଆସିଲା ପିଏମ୍ କିଷାନ ଟଙ୍କା 🔴 ବିଲ ମଝିରେ ଆତ୍ମାହୁତି ଉଦ୍ୟମ 🔴 ବାଟଗାଁକୁ ନାହିଁ ବାଟ 🔴 ‘ପୁଷ୍କରା’କୁ ଜାତୀୟ ପୁରସ୍କାର 🔴 ଆଜି ମିଳିବ ପିଏମ୍ କିଷାନ ଟଙ୍କା 🔴 ବିଜେଡି ନେତା ରାଜା ଚକ୍ରଙ୍କୁ ମିଳିଲା ଅନ୍ତରୀଣ ଜାମିନ୍‌  🔴 ଟ୍ରକ୍‌କୁ ପଛରୁ ପିଟିଲା ଟ୍ରାଭେଲର, ୧୩ ଯବାନ ଆହତ 🔴 ଭିଜିଲାନ୍ସ ଜାଲରେ ବୌଦ୍ଧ MVI 🔴 ଆଜି ଓଡ଼ିଶା ଆସିବ ପୀଡ଼ିତାଙ୍କ ମରଶରୀର 🔴 ବିଶ୍ୱଭୂଷଣ ହରିଚନ୍ଦନଙ୍କ ଜନ୍ମଦିନ ଅବସରରେ ସମୂହ ଦୀପଦାନ କାର୍ଯ୍ୟକ୍ରମ 🔴 ଖାତାକୁ ଆସିଲା ପିଏମ୍ କିଷାନ ଟଙ୍କା 🔴 ବିଲ ମଝିରେ ଆତ୍ମାହୁତି ଉଦ୍ୟମ 🔴 ବାଟଗାଁକୁ ନାହିଁ ବାଟ 🔴 ‘ପୁଷ୍କରା’କୁ ଜାତୀୟ ପୁରସ୍କାର 🔴 ଆଜି ମିଳିବ ପିଏମ୍ କିଷାନ ଟଙ୍କା 🔴 ବିଜେଡି ନେତା ରାଜା ଚକ୍ରଙ୍କୁ ମିଳିଲା ଅନ୍ତରୀଣ ଜାମିନ୍‌  🔴 ଟ୍ରକ୍‌କୁ ପଛରୁ ପିଟିଲା ଟ୍ରାଭେଲର, ୧୩ ଯବାନ ଆହତ