Masthead

ପାକିସ୍ତାନ କ୍ରିକେଟ ବୋର୍ଡ ନାଁରେ ଅଭିଯୋଗ ଆଣିଲେ ଆମିର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପାକିସ୍ତାନ କ୍ରିକେଟକୁ ଛାଡିବାକୁ ନିଷ୍ପତି ନେଇଛନ୍ତି ଦ୍ରୁତ ବୋଲର ମହମ୍ମଦ ଆମିର । ୨୮ ବର୍ଷିୟ ଦ୍ରୁତ ବୋଲର ଅଭିଯୋଗ କରିଛନ୍ତ କି ପାକିସ୍ତାନ କ୍ରିକେଟ ବୋର୍ଡ ତାଙ୍କୁ ମାନସିକ ନିର୍ଯାତନା ଦେଉଛି । ଏପରି ପରିସ୍ଥିତିରେ ସେ କ୍ରିକେଟ ଖେଳିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି । ଆମିର ୨୦୧୯ ଜନ୍ରୁ ଟେଷ୍ଟରୁ ଅବସର ଘୋଷଣା କରିଛନ୍ତି । ସେ କହିଛନ୍ତି କି ବର୍ତ୍ତମାନ ପାକିସ୍ତାନୀ ଦଳର ପରିଚାଳନା ପାଇଁ ସେ ଖେଳିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି । ତାଙ୍କଠୁ ନ୍ୟୁଜଲ୍ୟାଣ୍ଡରେ ସୀମିତ ଓଭର ସିରିଜ୍ ପାଇଁ ତାଙ୍କୁ ଦଳରୁ ଦୂରେଇ ରଖାଯାଇଛି । ତାଙ୍କୁ କ୍ରିକେଟଠାରୁ ଦୁରେଇ ରଖିବା ପାଇଁ ଚେଷ୍ଟା କରାଯାଉଛି । ଯେତେବେଳେ ମୋତେ ୩୫ ଖେଳାଳିରେ ରଖାଯାଇନଥିଲା । ମୁଁ ମୋ ପଥ ଅଲଗା ରିବାର ସମୟ ଆସିଛି । ଆମିର ଆହୁରି ମଧ୍ୟ କହିଛନ୍ତି କି ମୁଁ ଭାବୁନାହିଁ ଯେ ମୁଁ ଏହି ପରିଚାଳନା ଅଧୀନରେ କ୍ରିକେଟ ଖେଳି ପାରିିବି ନାହିଁ । ମୁଁ ଏହି ସମୟରେ କ୍ରିକେଟ ଛାଡିବା ଉଚିତ । ଆମିର କହିଛନ୍ତି କି ପିସିବି ମୋ ପାଇଁ ବିନିଯୋଗ କରିଛି ବୋଲି ମୋତେ ବାରମମ୍ବାର ନିର୍ଯ୍ୟାତନା ଦେଉଛି । ମୁଁ ତଥାପି ପିସିବିର ଦୁଇ ଜଣଙ୍କୁ କ୍ରେଡିଟ ଦେଉଛି । ମୁଁ ପାଞ୍ଚ ବର୍ଷର ଦଣ୍ଡ ସମାପ୍ତ କରିବା ପରେ ଫେରି ଆସିଥିଲି । ସେଠୀ ସାହେବ ଓ ସହିଦ ଆଫ୍ରିଦ । ମୁଁ ଏହି ଦୁଇ ଜଣଙ୍କୁ ସର୍ବଦା ଧନ୍ୟବାଦ ଦେବି । ଦୁହେଁ କଷ୍ଟ ସମୟରେ ମୋତେ ସମର୍ଥନ କରିଥିଲେ । ବାକି ଦଳ କହିଥିଲେ ଯେ ଆମେ ମହମ୍ମଦ ଆମିରଙ୍କ ସହ ଖେଳିବୁ ନାହିଁ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ