Masthead

ଦୁଇ ଦିନ ହେବ ପାଣିଘେରରେ ରହି ହନ୍ତସନ୍ତ ହେଉଛନ୍ତି ଲୋକେ

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରବଳ ବର୍ଷା ପାଣିରେ ଜଳ ବନ୍ଦୀରେ ଶତାଧିକ ଲୋକେ । ଜଳେଶ୍ଵର ବ୍ଲକ୍ ର କପାସିଦା ଏବଂ ଜଳକା ପଡିଆ,ସର୍କାତିଆ, ଖାଲିନା , ଇକିଡା, ଭୋଗରାଇ ବ୍ଲକ ର ମୁଣ୍ଡମାରୀ, ମସାଣବାଡିଆ, ଗାଁ ଦାଣ୍ଡରେ ପାଣି ଖେଳୁଛି। ଦୁଇ ଦିନ ହେବ ପାଣି ବନ୍ଦିରେ ରହିଥିବାରୁ ଲୋକ ମାନେ ନାହିଁ ନଥିବା ଅସୁବିଧାର ର ସମ୍ମୁଖୀନ ହେଉଛନ୍ତି। କାହା ଘୋର ପାଣି ପଶିଛି ତ ଆଉ କାହା ଦାଣ୍ଡଦୁଆରେ ପାଣି ଖେଳୁଛି। ବହୁ ଲୋକ ସ୍କୁଲ୍ ଏବଂ ଉଚ୍ଚା ସ୍ଥାନକୁ ଚାଲି ଯାଇଛନ୍ତି। ସହ ସହ ହେକ୍ଟର ଚାଷ ଜମିରେ ପାଣି ଜମି ରହିଛି ଏବେ ଧାନ ଗଛରେ ଭଣ୍ଡା ହେଉଥିବାରୁ ଧାନ ସବୁ ନଷ୍ଟ ହେବାର ସମ୍ଭାବନା ରହିଛି ସେଥିପାଇଁ ଚିନ୍ତାରେ ଚାଷୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା