Masthead

HOME HOME - Odia News channel

  • Home Page
  • ଲାଇଭ୍ ଟିଭି
  • ବଡ଼ ଖବର
  • ରାଜନୀତି
  • ରାଜ୍ୟ
  • ଦେଶ ବିଦେଶ
  • ଜିଲ୍ଲା
    • ଅନୁଗୁଳ
    • କନ୍ଧମାଳ
    • କୋରାପୁଟ
    • କଟକ
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • ଗଜପତି
    • କଳାହାଣ୍ଡି
    • ଗଞ୍ଜାମ
    • ନବରଙ୍ଗପୁର
    • ରାୟଗଡ଼ା
    • ନୂଆପଡ଼ା
    • ବୌଦ୍ଧ
    • ବରଗଡ଼
    • ସମ୍ବଲପୁର
    • ମୟୂରଭଞ୍ଜ
    • ଭଦ୍ରକ
    • ବାଲେଶ୍ୱର
    • ଖୋର୍ଦ୍ଧା
    • ପୁରୀ
    • ନୟାଗଡ଼
    • ଯାଜପୁର
    • ଜଗତସିଂହପୁର
    • ମାଲକାନଗିରି
    • ଢେଙ୍କାନାଳ
    • ଝାରସୁଗୁଡ଼ା
    • ବଲାଙ୍ଗିର
    • ଦେବଗଡ଼
    • ସୁବର୍ଣ୍ଣପୁର
    • ସୁନ୍ଦରଗଡ଼
  • ଅପରାଧ
  • ଖେଳ
  • ପେଜ୍ ଥ୍ରୀ
  • YouTube LIVE
BADA KHABAR
  • Home
  • ଜିଲ୍ଲା
  • ପୀତବାସ ପଣ୍ଡା ହତ୍ୟାକାଣ୍ଡ, ସାର୍ପ ସୁଟର୍‌ଙ୍କୁ ଉଠାଇଲା ପୋଲିସ୍

ପୀତବାସ ପଣ୍ଡା ହତ୍ୟାକାଣ୍ଡ, ସାର୍ପ ସୁଟର୍‌ଙ୍କୁ ଉଠାଇଲା ପୋଲିସ୍

ଜିଲ୍ଲାବଡ଼ ଖବର
By Bada Khabar Bureau On Oct 16, 2025
Share FacebookTwitterWhatsAppEmailTelegramPrint

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣା । ପୁଲିସ ହାତରେ ସାର୍ପସୁଟର ଧରାପଡିଥିବା ସୂଚନା ମିଳୁଛି । ବିହାରରୁ ୨ ଜଣଙ୍କୁ ଉଠାଇ ଆଣିଛି ବ୍ରହ୍ମପୁର ପୁଲିସ । ଏପଟେ ଅନ୍ୟ ଜଣେ ମଦ ବ୍ୟବସାୟୀଙ୍କୁ ଅଟକ ରଖି ମଧ୍ୟ ଘନ ଘନ ଜେରା କରାଯାଉଥିବା ସୂଚନା ମିଳିଛି । ହତ୍ୟାକାଣ୍ଡ ପଛରେ ବିହାର ଲିଙ୍କ୍‌ ଥିବା ପୂର୍ବରୁ ସନ୍ଦେହ କରିଛି ପୁଲିସ । ବିହାରୀ ବନ୍ଧୁକରେ ପୀତବାସଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ଏ ଦିଗରେ ଏବେ ପୁଲିସ ତଦନ୍ତ ଚଳାଇଛି । ପୀତବାସଙ୍କ ହତ୍ୟାକାଣ୍ଡକୁ ୧୧ ଦିନ ବିତିଲାଣି ।

ଅନ୍ୟପଟେ ପୀତବାସଙ୍କ ଘନିଷ୍ଠ ସହଯୋଗୀ ଓ ଜଣେ ବ୍ୟବସାୟୀଙ୍କୁ ମଧ୍ୟ ପୋଲିସ ଜେରା କରୁଥିବା ସୂଚନା ଆସିଛି। ଗତ ୬ ତାରିଖ ରାତିରେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ତାଙ୍କ ଘର ନିକଟରେ ପଏଣ୍ଟ୍ ବ୍ଲାଙ୍କରୁ ଗୁଳିକରି ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ। ଏ ଘଟଣାରେ ରାଜ୍ୟ ବାହାର ଅପରାଧୀଙ୍କ ସଂପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ତାଙ୍କୁ କଣ ପାଇଁ କିଏ ହତ୍ୟା କଲା, ତାହା ଏଯାଏଁ ପ୍ରଶ୍ନବାଚୀ ହୋଇ ରହିଛି। ପୀତବାସଙ୍କ ହତ୍ୟା ଘଟଣାକୁ ଅନେକ ଦିନ ବିତିଲାଣି । ତଥାପି ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ସ୍ପଷ୍ଟ ହୋଇନି । ଏ ଘଟଣାର ତଦନ୍ତ ପାଇଁ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ୬ଟି ଟିମ୍ ସହର ଭିତରେ ଓ ବାହାରେ ଛାନଭିନ୍ ଚଳାଇଛନ୍ତି।

Related Posts

ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା

ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

Share

Prev Post

ଜୟ ଢୋଲକିଆ ବିଜେପି ପ୍ରାର୍ଥୀ

Next Post

ଆଜି ନୁହେଁ ୧୮ରେ ଜୟଙ୍କ ନାମାଙ୍କନ

ଆଗକୁ ପଢନ୍ତୁ
ଦେଶ ବିଦେଶ

ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ

ବଡ଼ ଖବର

ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଜିଲ୍ଲା

କଂଗ୍ରେସ ଛାଡିଲେ ଆଶିଷ ପାତ୍ର

କରୋନା

ଦରମା ଦାବିରେ ଧାରଣାରେ ବସିଲେ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ

ଜିଲ୍ଲା

୧୫ରେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା

ଜିଲ୍ଲା

ଅସ୍ତରଙ୍ଗ ମାଟିତଳେ ଲୁଚି ରହିଛି ତୈଳ ଓ ପ୍ରାକୃତିକ ଗ୍ୟାସ

Prev Next

ଅନ୍ୟାନ୍ୟ ଖବର

ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା

ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର

ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି

Prev Next
ଫଲୋ ଏବଂ ଲାଇକ୍ କରନ୍ତୁ
  • Facebook Join us on Facebook
  • Twitter Join us on Twitter
  • Youtube Join us on Youtube
  • Instagram Join us on Instagram
ଲୋକପ୍ରିୟ ବର୍ଗ
  • ବଡ଼ ଖବର19485
  • ରାଜ୍ୟ13818
  • ଦେଶ ବିଦେଶ8011
  • ଜିଲ୍ଲା6067
  • ରାଜନୀତି4191
  • ଖେଳ751
  • ଦେଶ ବିଦେଶ
  • ବଡ଼ ଖବର
  • ରାଜ୍ୟ
  • ରାଜନୀତି
  • ଜିଲ୍ଲା
  • Live TV
  • Contact us
© 2026 - BADA KHABAR. All Rights Reserved.
Powered By: Suryanandan.Net
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ
  • Likes
  • Followers
  • Subscribers
  • Followers