Masthead

ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼

ବାଲିଗୁଡା (ବଡ଼ ଖବର ବ୍ୟୁରୋ): କଳାହାଣ୍ଡି ପୁଲିସ ଆସିଥିଲେ ଗଞ୍ଜେଇ ବେପାରୀକୁ ଧରିବା ପାଇଁ ଚୋର ଭାବି ନିଜେ ଖାଇଲେ ମାଡ଼। କନ୍ଧମାଳରେ ନିସ୍ତୁକ ଛେଚା ଖାଇଲେ କଳାହାଣ୍ଡି ପୋଲିସ। କଳାହାଣ୍ଡି ପୋଲିସକୁ ଆକ୍ରମଣ କଲେ ଗଞ୍ଜେଇ ବେପାରୀ ଓ ଗ୍ରାମବାସୀ। ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପରମାପାଙ୍ଗା ଡୁଙ୍ଗେରି ଅଞ୍ଚଳରେ। ଗଞ୍ଜେଇ ବେପାରୀ କୁ ଧରିବା ପାଇଁ ଯାଇ ଆକ୍ରୋଶର ଶିକାର ହେଲେ ଜୁନାଗଡ଼ ପୋଲିସ।

ତୁମୁଡ଼ିବନ୍ଧ ଥାନା ପନ୍ଦରମାଇଲ ଟୋଲ ଗେଟ୍ ନିକଟରେ ଜୁନାଗଡ଼ ପୋଲିସକୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ ଡୁଙ୍ଗେରି ଅଞ୍ଚଳବାସୀ। ବାଧ୍ୟ ଜଣେ ପୋଲିସ ନିଜର ପରିଚୟ ଦେଇ ବନ୍ଧୁକ ବାହାର କରିବାରୁ ଲୋକେ ଶାନ୍ତ ହୋଇ ତୁମୁଡ଼ିବନ୍ଧ ପୋଲିସକୁ ଖବର ଦେଇଥିଲେ। ତୁମୁଡ଼ିବନ୍ଧ ପୋଲିସ ପହଞ୍ଚି ଲୋକଙ୍କୁ ବୁଝେଇବା ସହ ପୋଲିସମାନଙ୍କୁ ତୁମୁଡ଼ିବନ୍ଧ ଥାନାକୁ ନେଇଯାଇଥିଲେ। ଘଟଣାର ତଦନ୍ତ ଚାଲିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା