Masthead

ପ୍ରେମ କରିବା ପଡିଲା ମହଙ୍ଗା

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ପ୍ରେମକୁ ନେଇ ଆଉ ଏକ କଳଙ୍କିତ ପର୍ଦ୍ଦ। ପ୍ରେମ କରିବା ପଡିଲା ମହଙ୍ଗା । କୂଳ କୁଟୁମ୍ବ ଗ୍ରହଣ କଲେ ନାହିଁ। ପ୍ରେମି ଯୁଗଳକୁ ଅହେତୁକ ନିର୍ଯାତନା। ଗାଁ ମୁଣ୍ଡ ଜମିରେ ଉଭୟଙ୍କୁ ବଳଦ କରି ହଳ ଯୋଚି ଚାଷ କଲେ ଗ୍ରାମବସୀ। ବଳଦକୁ ମାରିବା ଭଳି ମାରି ଚାଲିଥିଲେ। ଆଉ ଜମି ଚାରିପଟେ ଲୋକେ ଠିଆ ହୋଇ ଦେଖଣାହାରୀ ସାଜିଥିଲେ। ରାୟଗଡ ଜିଲ୍ଲାରେ ପୁଣି ସାମାଜିକ କଳଙ୍କ ଦେଖାଦେଇଛି ।

କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତର କଂଜାମଯୋଡି ଗ୍ରାମରେ ଘଟିଛି ଏହି ଘଟଣା । ନିଜ ପିୟୁସିଙ୍କୁ ପ୍ରେମ ବିବାହ କରିଥିବା ପୁତୁରାକୁ ଗ୍ରାମବାସୀ ଦଣ୍ଡ ଦେଇଛନ୍ତି । ପୁତୁରା ଲାକ ସାରାକା ଏବଂ ପିୟୁସି କୋଡିୟା ସାରାକାଙ୍କୁ ଏଭଳି ଅମାନବୀୟ ଦଣ୍ଡ ଦେବାର ନଜରକୁ ଆସିଛି। ଗତ କିଛି ଦିନ ତଳେ ଏହି ଘଟଣା ଘଟିଥିଲା । ସୋସିଆଲ ମିଡ଼ିଆରେ ଭାଇରଲ ପରେଏହା ଲୋକାଲଚନକୁ ଆସିଛି । ଏ ନେଇ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..