Masthead

ବିଜୁଳି ସଙ୍କଟ; କେନ୍ଦ୍ରକୁ ଟାର୍ଗେଟ କଲେ ଦିଲ୍ଲୀ ଶକ୍ତିମନ୍ତ୍ରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ବର୍ତ୍ତମାନ ବିଜୁଳି ସଙ୍କଟ ମୁଖ୍ୟ ପ୍ରସଙ୍ଗ ଭାବରେ ମୁଣ୍ଡ ଟେକିଛି । ଏନେଇ ରାଜ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିବାର କଥା ସାମ୍ନାକୁ ଆସିଥିଲା । ହେଲେ ଦେଶରେ ପର୍ଯ୍ୟାପ୍ତ କୋଇଲା ରହିଛି । ତେଣୁ ଦେଶରେ ବିଜୁଳି ସଙ୍କଟ ଥିବାର କୌଣସି ପ୍ରଶ୍ନ ଉଠୁ ନାହିଁ ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ କହିଥିଲେ । ହେଲେ ବାସ୍ତବ ଚିତ୍ର କଣ ତାହା ସାରା ଦେଶ ଜାଣିଛି ବୋଲି ଦିଲ୍ଲୀ ଶକ୍ତିମନ୍ତ୍ରୀ କହିଛନ୍ତି । ଏହା ସହ ଦିଲ୍ଲୀରେ କୌଣସି ବିଦ୍ୟୁତ କେନ୍ଦ୍ର ନାହିଁ । ଆମେ ଅନ୍ୟ ରାଜ୍ୟର କୋଇଲା ପ୍ଲାଣ୍ଟରୁ ଶକ୍ତି କିଣୁଥାଉ ।

ହେଲେ NTPC ଏହାର ସମସ୍ତ କାରଖାନା ଉତ୍ପାଦନ କ୍ଷମତାକୁ ଅଧା କରିଦେଇଛି । ଏହାର ଦୁଇଟି କାରଣ ଥାଇପାରେ, ପ୍ରଥମରେ କୋଇଲା ଅଭାବ ହୋଇପାରେ କିମ୍ବା ଦ୍ୱିତୀୟରେ କେନ୍ଦ୍ର ସେମାନଙ୍କୁ ଏହା କରିବାକୁ କହିଥାଏ । ଦିଲ୍ଲୀରେ ବ୍ଲାକ ଆଉଟ କେନ୍ଦ୍ରର ନିଷ୍ପତ୍ତି ଉପରେ ନିର୍ଭର କରେ । ବର୍ତ୍ତମାନ କେବଳ ଅଧା ଯୋଗାଣ ଗ୍ରହଣ କରାଯାଉଛି । ଯଦି ଏହା ନହୁଏ ତେବେ ବ୍ଲାକ ଆଉଟ ଆରମ୍ଭ ହେବ ବୋଲି ଦିଲ୍ଲୀ ଶକ୍ତିମନ୍ତ୍ରୀ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ