Before Header

ବାବୁ ଛେଉଣ୍ଡ ଖଣ୍ଡପଡା

0 69

ଖଣ୍ଡପଡା(ବଡ଼ ଖବର ବ୍ୟୁରୋ):ବିଧାୟକ ସୌମ୍ୟା ପଟ୍ଟନାୟକ ଦଳରୁ ବହିଷ୍କୃତ ହେବା ପରେ ମୂରବୀ ଶୂନ୍ୟ ଖଣ୍ଡପଡ଼ାରେ ଦେଖିବାକୁ ମିଳିଛି ଅଚଳ ଅବସ୍ଥା। ନା ଅଛନ୍ତି ବିଡ଼ିଓ, ନା ଅଛନ୍ତି ତହସିଲଦାର, ନା ଅତିରିକ୍ତ ତହସିଲଦାର , ନା ଅଛନ୍ତି ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ।

ଅଫିସ୍ ଗୁଡ଼ିକୁ କର୍ମଚାରି ମାନଙ୍କ ମନଇଚ୍ଛା ଯିବା ଆସିବା ଲାଗି ରହିଥିବା ବେଳେ ଅନେକ ଫାଇଲ ପତ୍ର ଅଟକି ରହିଛି। ସାଧାରଣରେ ଏ ନେଇ ଅସନ୍ତୁଷ୍ଟ ସୃଷ୍ଟି ହେଉଥିବା ବେଳେ ଜଗନ୍ନାଥଙ୍କ ଭରସାରେ ଖଣ୍ଡପଡ଼ା ବୋଲି ଶୁଣିବାକୁ ମିଳୁଛି ।

 

Leave A Reply

Your email address will not be published.