Masthead

ପରିସ୍ରା ବାହାନାରେ ହାଜତରୁ ଚମ୍ପଟ ମାରିଲା ଆସାମୀ

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ପରିସ୍ରା ବାହାନାରେ ହାଜତରୁ ଚମ୍ପଟ ମାରିଲା ଆସାମୀ । ଚିନ୍ତାରେ ପୋଲିସ । ଏକ ନାବାଳିକା ଅପହରଣ ମାମଲାରେ ଅନୀଲ ଦାସ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ଭଦ୍ରେଶ୍ୱର ପୋଲିସ । କଟକ ଜିଲ୍ଲା ମାହାଙ୍ଗା ଅଂଚଳର ଭଦ୍ରେଶ୍ୱର ଥାନା ହାଜତ ଭିତରେ ଏହି ଅପରାଧୀକୁ କଡ୍ଡା ସୁରକ୍ଷା ଭିତରେ ରଖାଯାଇଥିଲା ।

ତେବେ ପରିସ୍ରା ଯିବା ବାହାନାରେ ଥାନାରୁ ଅଭିଯୁକ୍ତ ଜଣକ ଫେରାର ହେବା ପରେ ପୋଲିସ ଅଡୁଆରେ ପଡିବା ଚର୍ଚ୍ଚା ଜୋର ଧରିଛି। ଏଠି ପ୍ରଶ୍ନ ଉଠୁଛି, ପୋଲିସ ଆଖିରେ ଧୂଳିଦେଇ ଥାନା ଭିତରୁ କେମିତି ଖସି ଯିବାରେ ସକ୍ଷମ ହେଲା ଏହି ଗିରଫ ଅଭିଯୁକ୍ତ? ପ୍ରଶ୍ନ ଉଠୁଛି ଅଭିଯୁକ୍ତ ଅନୀଲ ଦାସ ଯେତେବେଳେ ପରିସ୍ରା କରିବାକୁ ଗଲା, ସେତେବେଳେ କ’ଣ କରୁଥିଲା ପୋଲିସ ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ