Masthead

ପ୍ରିୟଙ୍କାଙ୍କ ବଡ଼ ଘୋଷଣା, ମହିଳାମାନଙ୍କୁ ମିଳିବ ୪୦ ପ୍ରତିଶତ ଟିକେଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୟୁପି ବିଧାନସଭା ନିର୍ବାଚନରେ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ ମିଳିବା ଉପରେ ବିକ୍ଷୋଭ ଜୋର ଧରିଛି । କୁହାଯାଉଛି ଯେ ଯେଉଁ ମହିଳାମାନଙ୍କର ସ୍ୱାମୀ କଂଗ୍ରେସରେ ସକ୍ରିୟ ଥିବେ ସେହି ମହିଳାମାନଙ୍କୁ ନିର୍ବାଚନ ଟିକେଟ ମିଳିବ । କିନ୍ତୁ କଂଗ୍ରେସ ଏହାକୁ ଖଣ୍ଡନ କରିଛି ,ଦଳ ତରଫରୁ କୁହାଯାଇଛି ଯେ ଏଥର ମହିଳାମାନଙ୍କୁ ସଂପୂର୍ଣ୍ଣ ନିଆରା ତରିକାରେ ଟିକେଟ ଦିଆଯିବ ।

ଏଥିରେ ଜରୁରୀ ନାହିଁ ଯେ ଯେଉଁ ମହିଳାମାନଙ୍କୁ ଟିକେଟ ଦିଆଯିବ ତାଙ୍କ ପରିବାରର କେହି ରାଜନୀତି ସହିତ ଜଡିତ ଥିବେ । କଂଗ୍ରେସ ଟିକେଟ ଦେବା ପାଇଁ ଏକ ସ୍କ୍ରିନିଂ କମିଟି ଗଠନ କରିବ, ଯେଉଁଥିରେ ମହିଳାମାନଙ୍କୁ ଟିକେଟ ଦିଆଯିବାର ସଂପୂର୍ଣ୍ଣ ରୂପରେଖ ତିଆରି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ